୨୦୨୨ ବର୍ଷର ହଜ୍ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ସଫଳ ଯାତ୍ରା ପାଇଁ ଜଣାଇଲେ…
କେନ୍ୟୁଜ୍(ବ୍ୟୁରୋ): ୨୦୨୨ ବର୍ଷର ହଜ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ଭବନ ଠାରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ଚଳିତ ବର୍ଷ ହଜ ଯାତ୍ରା ରେ ଯାଉଥିବା ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ…