Below header
Browsing Tag

half brunt body case

ପୁରୀ ମାଳତୀପୁର ଓଭରବ୍ରିଜ୍ ତଳୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍, ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ମାଳତୀପୁର ଓଭରବ୍ରିଜ୍ ତଳୁ ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର ହେବା ଘଟଣାର ହୋଇଛି ପର୍ଦ୍ଦାଫାସ୍ । ପ୍ରେମ ପାଇଁ ଯୁବକଙ୍କୁ ଜାଳିଦିଆଯାଇଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଟୁବୁଲା ବେହେରା ସମେତ ୪ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଏକ ବାଇକ୍ ଜବତ ହୋଇଛି।…