Browsing Tag

hall closed

କରୋନା ଛଡାଇ ନେଲା ହଲ କର୍ମଚାରୀଙ୍କ ବଞ୍ଚିବାର ବାଟ, କଟକର ଜୟଶ୍ରୀ ସିନେମା ହଲ ସବୁଦିନ ପାଇଁ ହେଲା ବନ୍ଦ

କେନ୍ୟୁଜ୍ (ବ୍ୟୁରୋ): ଚଳଚ୍ଚିତ୍ର ଦର୍ଶକମାନଙ୍କ ପାଇଁ ଏକ ଦୁଃଖଦ ଖବର। କଟକର ସର୍ବ ପୂରାତନ ଜୟଶ୍ରୀ ସିନେମା ହଲକୁ ସବୁଦିନ ପାଇଁ ବନ୍ଦ କରିଦେଲେ ହଲର ମାଲିକ। ଅତୀତର  ଏହି ସିନେମା ହଲରେ ବହୁ ସିନେମା ପ୍ରସାରଣ ହୋଇ ସୁପର ଡୁପର ହିଟ୍ ହୋଇଥିଲା। ଓଡିଆ ଦର୍ଶକଙ୍କ ମାନଙ୍କର ମନୋରଞ୍ଜନ ମାଧ୍ୟମ…