ସୁନା ପରେ ଏଣିକି ରୁପାରେ ବି ହେବ ହଲମାର୍କିଂ, ଏନେଇ ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି
ରୁପା ଅଳଙ୍କାର କିଣିବାରେ କିମ୍ବା ରୁପାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ସରକାର ଏକ ବଡ଼ ଖୁସି ଖବର ଆଣିଛନ୍ତି । ସୁନା ପରେ, ବର୍ତ୍ତମାନ ଭାରତ ସରକାର ରୁପା ଅଳଙ୍କାର ଉପରେ ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି । ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ…