Browsing Tag

handicapped

ଦିବ୍ୟାଙ୍ଗଙ୍କୁ ମିଳୁନି ପ୍ରକୃତ ପ୍ରମାଣ ପତ୍ର, ଧାରଣା ଦେଇ ମାଗିଲେ ନ୍ୟାୟ

ସରକାରଙ୍କ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ସୁବିଧା କରାଯାଉଛି । ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । କିନ୍ତୁ କିଛି କିଛି ସ୍ଥାନରେ ଦିବ୍ୟାଙ୍ଗମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହିଁକି ନା ସେମାନଙ୍କ…

ମନ ପ୍ରାଣ ଦେଇ ଜୁଡୋ ଟ୍ରେନିଂ ନେଉଛନ୍ତି ଓଡିଶାର ଦୃଷ୍ଟି ବାଧିତ, ରାଜ୍ୟ ବାହାରେ ବି ଚମକିବେ

ଆଖିକୁ ସିନା ଦେଖାଯାଉନି  । କିନ୍ତୁ ଅନ୍ୟମାନଙ୍କ ଭଳି କିଛି କରିବାର ଆଶା ଏମାନଙ୍କୁ ଶୁଆଇ ଦେଉନି । ଓଡ଼ିଶା ତଥା ଦେଶର ନାଁ ରଖିବା ପାଇଁ ଅନବରତ ଚେଷ୍ଟା କରୁଛନ୍ତି । ଦିବ୍ୟାଙ୍ଗ ହୋଇଥିଲେ ବି ଜୁଡୋ ଖେଳିବାରେ ପାରଙ୍ଗମ । ଜୁଡୋ ଖେଳି ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଏମାନେ । କିନ୍ତୁ ଏବେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ପହଞ୍ଚିଲେ ହସ୍ପିଟାଲ

ଧୀରେ ଧୀରେ ମଣିଷ ମନରୁ ମରିଯାଉଛି ମାନବିକତା । ଦୁର୍ବଳ ଉପରେ ସବଳ କରୁଛି ରାଜ୍ । ମଣିଷ ଦିନକୁ ଦିନ ପଶୁ ପାଲଟି ଯାଉଛି । ନହେଲେ କେହି କାହାକୁ ଆକ୍ରମଣ କରିବା ସହଜ କଥା ନୁହେଁ । ଆଜିର ସମାଜରେ କିଛି ଅସାମାଜିକ ଲୋକଙ୍କ ପାଇଁ ନୀରିହ ଜନ ସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ…

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗତା, ନିଆରା ଢଙ୍ଗରେ ଶିକ୍ଷାଦାନ କରୁଛନ୍ତି ଦିବ୍ୟାଙ୍ଗ ଶିକ୍ଷକ

ଆଖିକୁ ଦେଖାଯାଉ ନଥିଲେ ବି ଶହ ଶହ ପିଲାଙ୍କୁ ପାଠ ପଢାଉଛନ୍ତି । ତାଙ୍କଠାରେ ପାଠ ପଢୁଥିବା ପିଲା ବି ପ୍ରତିବର୍ଷ ପଞ୍ଚାୟତରେ ସର୍ବୋଚ୍ଚ ନମ୍ୱର ରଖୁଛନ୍ତି । ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗତା । ନିଆରା ଢଙ୍ଗରେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଦିବ୍ୟାଙ୍ଗ ଶିକ୍ଷକ ।…

ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ଆୟୋଜନ ହେଲା ଯୋଟଯାଟ କାର୍ଯ୍ୟକ୍ରମ, ଭେଟି ଦେବାର ଏହି ପରମ୍ପରା ଏବେ ବେଶ ଚର୍ଚ୍ଚାରେ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ଆସିଲେ ସବୁ ଲାଗେ ନୂଆଁ ନୂଆଁ । କୃଷି ଭିତ୍ତିକ ଏହି ପର୍ବରେ ଅନେକ ଅସହାୟ , ଦିବ୍ୟାଙ୍ଗ ଓ ଗରିବ ବ୍ୟକ୍ତି ବିଶେଷ ନୂଆଁ ଖାଇବାରୁ ବଞ୍ଚିତ ହେଉଥିବାରୁ ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ପାଓ୍ବାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ପ୍ରତିବର୍ଷ ଭଲି ଚଳିତ…

ରଜକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର, ରଜ ଦୋଳି ଖେଳିଲେ ଦୃଷ୍ଟିବାଧିତ ଛାତ୍ରୀ

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ହେଉଛି ରଜ ପର୍ବ । ରଜକୁ ନେଇ ଉତ୍ସବ ମୁଖର ହୋଇଉଠିଛି ରେଶମ ସହର ବ୍ରହ୍ମପୁର । ସହରବାସୀ ରଜକୁ ବେଶ ଆଡ଼ମ୍ବର ସହକାରେ ପାଳନ କରିଛନ୍ତି । ଆଉ ଉତ୍ସବକୁ ପାଳନ କରିବା ପାଇଁ ବାଦ ପଡ଼ିନାହାନ୍ତି ଦୃଷ୍ଟିବାଧିତ ଛାତ୍ରୀମାନେ । ସହରର ଓଡ଼ିଶା ସର୍ଭିସ…

ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା ସୁମେରତା ଗାଁ ସହ ଯୋଡ଼ି ହୋଇଯାଇଛି । ବେଦବ୍ୟାସର ବ୍ୟାସ ଗୁମ୍ଫା ସାମ୍ନାରେ ମହର୍ଷି ବ୍ୟାସଦେବଙ୍କୁ ସାକ୍ଷୀ ରଖି ନୂଆ ସଂସାର ଆରମ୍ଭ କରିଛନ୍ତି…

ଦିବ୍ୟାଙ୍ଗଙ୍କ ପାଇଁ ଆନନ୍ଦ ହେବ ଜଗା ଦର୍ଶନ, ଲାଗୁ ହେବାକୁ ଯାଉଛି ନୂଆ ଏସଓପି

ପୁରୀ (କେନ୍ୟୁଜ): ଏଣିକି ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଗାମୀ ଦିନରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ଏସଓପି । ପୂର୍ବରୁ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀଜିଓଙ୍କ ଦର୍ଶନ ପାଇଁ ନାହିଁ ନଥିବା ଅସୁବିଧାର…

ପାଦ କଟିଯିବା ପରେ ବୋତଲ ଓ ଟାୟାରକୁ ଗୋଡରେ ବାନ୍ଧି ଚାଲି ଚାଲି ଯାଉଛନ୍ତି, ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ…

ଦିବ୍ୟାଙ୍ଗ ହେଲେ କେତେଯେ ସ୍ୱପ୍ନ କୁ ମାରିବାକୁ ପଡେ, ତାହାର କେହି କଳ୍ପନା ବି କାରପାରିବେ ନାହିଁ । ଆଉ ଏଭଳି ଲୋକଙ୍କ ପାଇଁ ସରକାର କେତେ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ପ୍ରକୃତ ଦିବ୍ୟାଙ୍ଗ ଲୋକଙ୍କ ପାଖରେ ତାହା ପହଞ୍ଚି ପାରୁ ନାହିଁ। ସେ ହେଉଛି ବଡ ଦୁଃଖର କଥା । ଦିବ୍ୟାଙ୍ଗ…

କଟକର ‘ହୀରା ସେଠ୍‌’ ବାହାରିବେ ଦିଲ୍ଲୀ ଯାତ୍ରାରେ, ତିନି ଚକିଆ ସାଇକେଲରେ ଭାରତ ଭ୍ରମଣ କରିବେ ଏହି ଦିବ୍ୟାଙ୍ଗ

କଟକ (କେନ୍ୟୁଜ୍‌) : ମଣିଷ କିଛି ସ୍ୱପ୍ନ ଦେଖେ । ଆଉ ତାକୁ ଯଦି ପୂରଣ କରିବାକୁ ଦୃଢ଼ ସଂକଳ୍ପ ନିଏ ଓ ଠିକଣା ଭାବେ କାମ କରେ ତେବେ ସେହି ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୁଏ । ସେଇଥି ଲାଗି ତ କୁହାଯାଏ, ଯେଉଁଠାରେ ଇଚ୍ଛା ଅଛି ସେଠାରେ ରାସ୍ତା ବି ଅଛି। କଟକର ଶେଖ ରେହମାନ, ତିନି ଚକିଆ…