Below header
Browsing Tag

harnaaz sandhu

ଦୀପିକାଙ୍କ ଫ୍ୟାଶନ ସେନ୍ସ ଭଲ ଲାଗେ : ହର୍ନାଜ ସାନ୍ଧୁ

ମିସ ୟୁନିଭର୍ସ ହରନାଜ କର ସାନ୍ଧୁ ଭାରତକୁ ଗର୍ବିତ କରାଇଥିଲେ । ଦୀର୍ଘ ୨୧ବର୍ଷ ପରେ ୮୦ଦେଶ ସହ ପ୍ରତିଦ୍ୱନ୍ଦିତା କରିବା ପରେ ଭାରତର ଗର୍ବ ମିସ ୟୁନିଭର୍ସ ୨୦୨୧ ମୁକୁଟ ହାସଲ କରିଥିଲେ । ପଞ୍ଜାବର ଏହି ସୁନ୍ଦରି ତାଙ୍କର ସଫଳତାର ମନ୍ତ୍ର, ତାଙ୍କର ମିସ ୟୁନିଭର୍ସହେବାର ଯାତ୍ରାକୁ ନେଇ କହିବା…

ପୁରୀ ବେଳାଭୂମିରେ ବାଲୁକା କଳାରେ ମିସ୍‌ ୟୁନିଭର୍ସ ହରନାଜ ସାନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମିସ୍‌ ୟୁନିଭର୍ସ ହରନାଜ ସାନ୍ଧୁଙ୍କୁ ଶୁଭେଚ୍ଛା । ୨୧ ବର୍ଷ ପରେ ଭାରତ ହାତରେ ପୁଣି ମିସ ୟୁନିଭର୍ସ ଟାଇଟେଲ । ୭୦ ତମ ମିସ ୟୁନିଭର୍ସ ଜିତିଛନ୍ତି ହରନାଜ ସାନ୍ଧୁ । ତାଙ୍କ ସଫଳତାକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା…

ଆଗରକୁ ଏପରି ଦେଖାଯାଉଥିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଥିବା ହରନାଜ୍‌, ଫଟୋ ଦେଖି ଆପଣ ବି ହୋଇଯିବେ ତାଜୁବ୍‌

ମିସ୍‌ ୟୁନିଭର୍ସ ୨୦୨୧ର ତାଜ୍‌ ଜିତିଥିବା ପଞ୍ଜାବର ହରନାଜ୍‌ ସନ୍ଧୁ ସାରା ଦୁନିଆରେ ଭାରତର ଟେକ ରଖିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ମିଳୁଛି ପ୍ରଶଂସାର ସୁଅ। ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି। ୨୧ ବର୍ଷ ପରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛି ଭାରତ।…

୨୧ ବର୍ଷ ପରେ ଭାରତକୁ ମିଳିଲା ମିସ୍‌ ୟୁନିଭର୍ସ ମୁକୁଟ, ପଞ୍ଜାବର ହରନାଜ ସନ୍ଧୁ ଜିତିଲେ ଟାଇଟଲ

୨୧ ବର୍ଷ ପରେ ଭାରତକୁ ମିଳିଲା ମିସ୍‌ ୟୁନିଭର୍ସ ମୁକୁଟ। ଭାରତକୁ ମିଳିଲା ମିସ ୟୁନିଭର୍ସ ଟାଇଟେଲ । ପଞ୍ଜାବର ୨୧ ବର୍ଷୀୟା ହରନାଜ ସନ୍ଧୁ ହେଲେ ମିସ୍‌ ୟୁନିଭର୍ସ। ଇସ୍ରାୟିଲର ଇଲାଟରେ ୭୦ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।୮୦ ଜଣ ସୁନ୍ଦରୀ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ଡିପ୍ରେସନ୍‌ ଷ୍ଟେଜ୍‌ରୁ ଏବେ ମିସ୍‌ ୟୁନିଭର୍ସ ମଞ୍ଚ, ହରନାଜ ସାନ୍ଧୁଙ୍କ ସଫଳତାର ଯାତ୍ରା

ଚଣ୍ଡିଗଡ଼ର ହରନାଜ ସାନ୍ଧୁ । ମିସ୍‌ ଡିଭା ୟୁନିଭର୍ସ ୨୦୨୧ । ଏଥର ଇସ୍ରାଲ୍‌ରେ ହେବାକୁ ଥିବା ୭୦ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ । ଏହି ତନୁପାତେଳୀ ସୁନ୍ଦରୀ ଅନ୍ୟ ଦେଶରୁ ଆସିଥିବା ୮୦ ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆସନ୍ତୁ କିଛି…