Below header
Browsing Tag

Havildar

ବନ୍ଧା ହେଲେ ରସିକିଆ ହାବିଲଦାର, ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ): SOG ହାବିଲଦାରଙ୍କ କଳଙ୍କିତ କାରନାମା। ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି। ଏହାପରେ ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ। ସୂଚନା ଅନୁସାରେ ,…

ପୁରୀ : ଦର୍ଶନ ବେଳେ ମହିଳାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଥିବା ଅଭିଯୋଗରେ ନିଲମ୍ବିତ ହେଲେ ହାବିଲଦାର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ମାଡ଼ ମାରି ପୋଲିସ କର୍ମଚାରୀ ନିଲମ୍ବିତ। ହବିଷିଆଳିଙ୍କୁ ମାଡ଼ ମାରିଥିବା ହାବିଲଦାର ନିଲମ୍ବିତ। ଜଣେ ଡିଏସ୍‌ପିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍‌ପି କେ. ବିଶାଲ ସିଂହ। ଏପଟେ ଘଟଣାକୁ ଗୁରୁତର ନେବା ସହ…