Below header
Browsing Tag

Havildar died

ଛାତରୁ ପଡ଼ି ହାବିଲଦାର ମୃତ

ଜଗତସିଂହପୁର (କେନ୍ୟୁଜ): ଛାତରୁ ପଡ଼ି ହାବିଲଦାର ମୃତ। ଆଜି ସକାଳେ ନିଜ ଘର ପାଣି ସାଲିଆରେ ଛାତ ଉପରକୁ କୌଣସି ଏକ କାମରେ ଯାଇଥିବା ବେଳେ ହାବିଲଦାର କଣ୍ଡୁରୀ ବେହେରା (୪୮) ଘର ଛାତ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ…