କଣ ଆପଣଙ୍କ ପାଖରେ ଅଛି କି ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ, ତାହେଲେ ୧ ସେପ୍ଟେମ୍ବରରୁ ଲେଟ ପେମେଣ୍ଟ କରିବା…
ଯଦି ଆପଣଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ ଅଛି, ତେବେ ଆପଣ ୧ ସେପ୍ଟେମ୍ବର ଠାରୁ ଲେଟ୍ ପେମେଣ୍ଟ କରିବା ମହଙ୍ଗା ପଡିବ। ପ୍ରାଇଭେଟ୍ ସେକ୍ଟରର ସବୁଠାରୁ ବଡ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରେ ଲେଟ୍ ପେମେଣ୍ଟ ଚାର୍ଜ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ଏଚଡିଏଫସି ନିଜ…