Below header
Browsing Tag

health worker

ଯାତ୍ରା କଳାକାରଙ୍କ ସହ ସେଲଫି ନେଇ ବିବାଦରେ ସ୍ବାସ୍ଥ୍ୟକର୍ମୀ, ରୋଗୀଙ୍କୁ ଭୁଲି ଗଲେ

ଯାଜପୁର (କେନ୍ୟୁଜ): କଳାକାରଙ୍କୁ ଦେଖି ରୋଗୀଙ୍କୁ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ । ମାତିଗଲେ ସେଲ୍ଫି ନିଶାରେ । ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯେଉଁଠି ରୋଗୀ ନିରାମୟ ଯୋଜନାରେ ଔଷଧ ନେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଛନ୍ତି। କିନ୍ତୁ ସେପଟେ ଯାତ୍ରା…

ମହାନତା ଦେଖାଇଲେ ଆଶାକର୍ମୀ : ରକ୍ତ ଦେଇ ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ; ଟ୍ୱିଟ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବାରିପଦା (କେନ୍ୟୁଜ): ପ୍ରସୂତୀଙ୍କୁ ନିଜେ ରକ୍ତ ଦେଇ ଜୀବନ ବଞ୍ଚାଇଲେ ଆଶା ଦିଦି। ଆଶାଦିଦିଙ୍କ କର୍ତ୍ତବପରାୟଣତା ଏବଂ ନିଷ୍ଠାପର ସେବା ସମସ୍ତଙ୍କ ପାଇଁ ଆଜି ପାଲୋଟିଛି ଉଦାହରଣ । ଏଭଳି ମହାନତା ଦେଖିବାକୁ ମିଳିଛି ଆଦିବାସୀ ବହୁଳ ,ମୟୂରଭଞ୍ଜ ଜିଲ୍ଲାରେ। ଆଦିବାସୀ ମହିଳା ତଥା ଆଶା ଦିଦି ଧନୀ…

୪ ମାସର ଆଗୁଆ ଦରମା ପାଇବେ ଡାକ୍ତର,ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଘୋଷଣା…

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମୁକାବିଲା କ୍ଷେତ୍ରରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ମାସର ଦରମା ଏକକାଳୀନ ପ୍ରଦାନ…