Browsing Tag

Healthy Food Diet

ଏହି ୬ଟି ଉପାୟରେ ନିଜ ଡାଏଟରେ ସାମିଲ କରନ୍ତୁ କ୍ରାନବେରି, ମିଳିବ ଅନେକ ସ୍ୱାସ୍ଥ୍ୟଲାଭ

କ୍ରାନବେରିରେ ଫ୍ଲାଭୋନଏଡ ଏବଂ ପଲିଫେନୋଲ ପରି ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ, ଯାହା ଅକ୍ସିଡେଟିଭ ଷ୍ଟ୍ରେସ ଏବଂ ଇନଫ୍ଲେମେସନ ସହିତ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଡାଏଟରେ କ୍ରାନବେରି ଅନ୍ତର୍ଭୁକ୍ତ କରିବାର କିଛି ଉପାୟ ବିଷୟରେ ଜାଣିବା ।…

ଏହି ସୁସ୍ଥ ଖାଦ୍ୟରେ ନଥାଏ ଫାଇବର, ହଜମ ଶକ୍ତି ଖରାପ ଥିଲେ ଏହି ଖାଦ୍ୟରୁ ଦୂରେଇ ରୁହନ୍ତୁ

ପାଚନ ଶକ୍ତିକୁ ଠିକ ରଖିବାରେ ଫାଇବରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଏହା ଅନ୍ତ ସ୍ୱାସ୍ଥ୍ୟକୁ ଠିକ ରଖିଥାଏ ଏବଂ ରକ୍ତ ଶର୍କରାକୁ ସାମାନ୍ୟ କରିବାରେ ସାହାଯ୍ୟ କରିଥାଏ । ସୁସ୍ଥ ରହିବା ପାଇଁ ଫାଇବରରେ ଭରପୁର ଥିବା ଖାଦ୍ୟକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଶରୀରରେ ଫାଇବର ଅଭାବ…

ଇମ୍ୟୁନିଟି ମଜବୁତ କରିବା ସହିତ ଦୃଷ୍ଟି ଶକ୍ତି ବଢାଏ କଞ୍ଚା ଟମାଟୋ, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

ଟମାଟୋକୁ ଆମେ ପ୍ରାୟତ କଞ୍ଚା, ଭଜା କିମ୍ବା ପୋଡି କରି ଖାଇବାକୁ ଭଲ ପାଇଥାଉ। ଆଉ ଏହାକୁ ପ୍ରତ୍ୟେକ ଖାଦ୍ୟରେ ମଧ୍ୟ ପକାଯାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। କେବଳ ସେତିକି ନୁହେଁ ଟମାଟୋକୁ ସାଲାଡ ଭାବେ ବେଶୀ ବ୍ୟବହାର କରାଯାଏ। ଲୋକେ ଏହାକୁ ଅନ୍ୟ କେତେକ ପ୍ରକାରରେ ମଧ୍ୟ ଖାଇଥାନ୍ତି।…