Below header
Browsing Tag

heath tips

କିଛି ନଖାଇ ଖାଲି ପେଟରେ ଶୋଇଯାଉଛନ୍ତି କି, ତେବେ ଜାଣନ୍ତୁ ଶରୀରରେ ହେବାକୁ ଥିବା କ୍ଷତି ସମ୍ପର୍କରେ

କାର୍ଯ୍ୟବ୍ୟସ୍ତତା ଏବଂ ଥକ୍କାପଣ କିମ୍ବା କିଛି ଅଲଗା କାରଣ ପାଇଁ ଆମେ ବେଳେବେଳେ ଖାଦ୍ୟ ନଖାଇ ରାତିରେ ଖାଲି ପେଟରେ ଶୋଇପଡନ୍ତି । କିନ୍ତୁ ଆପଣଙ୍କୁ କଣ ଜଣାଅଛି ଆପଣଙ୍କର ଏହି ଅଭ୍ୟାସ କେତେ କ୍ଷତି ପହଁଚାଇପାରେ ଆପଣଙ୍କ ଶରୀର ଉପରେ । କୌଣସି କାରଣ ବଶତଃ ଆପଣ ଯଦି ରାତିରେ ନଖାଇ ଶୋଉଛନ୍ତି ,…

ସିଡ଼ି ଚଢିବା ସମୟରେ ଅଣନିଶ୍ୱାସୀ ହୋଇଯାଉଛନ୍ତି କି ? ଜାଣି ନିଅନ୍ତୁ ଏହା କେଉଁ ରୋଗର ଲକ୍ଷଣ..

ପାହାଚ ଚଢିବା ସମୟରେ ଯଦି ଆପଣ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି କିମ୍ବା ବିନା କାରଣରେ ଅଧିକ କ୍ଲାନ୍ତ ଅନୁଭବ କରନ୍ତି । ତାହେଲେ ଏହା ଶରୀରରେ ରକ୍ତର ଅଭାବ କିମ୍ବା ଏନିମିୟାର ଅନ୍ୟତମ ଲକ୍ଷଣ ଅଟେ । ଯେତେବେଳେ ଶରୀରରେ ରକ୍ତ ଅଭାବ ହୁଏ, ସେତେବେଳେ ମାଂସପେଶୀ ଏବଂ ହାଡ ଦୁର୍ବଳ ହେବାକୁ ଲାଗେ ।…

ସାବଧାନ ! କ୍ଷୀର ପିଇବା ପୂର୍ବରୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

ନିୟମିତ ଭାବରେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ କିନ୍ତୁ ଏହାକୁ ପିଇବାର ଲାଭ ସେତେବେଳେ ମିଳିବ ଯେତେବେଳେ ଆପଣ ଏହାର ପିଇବାର କିଛି ନିୟମ ସମ୍ପର୍କରେ ଜାଣିବେ। ଖାଇବା ପିଇବାର କିଛି ଏମିତି ନିୟମ ରହିଛି ଯାହାକୁ କ୍ଷୀର ପିଇବାର କିଛି ଘଣ୍ଟା ପୂର୍ବରୁ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ। ନଚେତ…