Browsing Tag

heavy rain in malkangiri

ମାଲକାନଗିରି: ପାଣି ଘେରରେ ଫସି ରହିଥିଲେ ବୋଜାଗୁଡା ଗାଁର ୪୫ଜଣ ବାସିନ୍ଦା, ଉଦ୍ଧାର କଲେ ଅଗ୍ନିଶମ ବିଭାଗର କର୍ମଚାରୀ

ମାଲକାନଗିରି: ଗତ କିଛି ଦିନ ହେବ ରାଜ୍ଯରେ ଲାଗିରହିଛି ବର୍ଷା । ଯାହା ପ୍ରଭାବରେ ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଏହି ବର୍ଷା କାରଣରୁ ବିଶେଷ ରୂପେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଜିଲ୍ଲାରେ ପାଣି ଘେରରୁ…

ମାଲକାନଗିରିରେ ଲଗାଣ ବର୍ଷା: କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ମାଲକାନଗିରି: ମାଲକାନଗିରିରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷାରେ ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ କାଲିମେଳା ଓ ମୋଟୁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି । ଫଳରେ ଫସଲ ସବୁ ନଷ୍ଟ…

ମାଲକାନଗିରିରେ ଲାଗିରହିଛି ଲଗାଣ ବର୍ଷା: ପୋଟେରୁ ଓ ପାଙ୍ଗାମ ନଦୀର ଜଳସ୍ତର ବୃଦ୍ଧି, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ମାଲକାନଗିରିରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଲଗାଣ ବର୍ଷାରେ ଜିଲ୍ଲାର କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଯାହା ଫଳରେ ଅନେକ ସ୍ଥାନକୁ ଯାତାୟତା କରିବାରେ ବାଧା ସୃଷ୍ଟି ହୋଇଛି । ଗତକାଲି ପାଙ୍ଗମ, କରୁକୋଣ୍ଡା ଏବଂ ଏମ୍‌ଭି-୩୭ ପୋଲ ଉପରେ ଚାଲୁଥିବା…

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି, ମୋଟୁ ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ ପ୍ରଭାବିତ

ମାଲକାନଗିରି : ଆଜିଠୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପାଣିପାଗ ବିଜ୍ଞାନ କେନ୍ଦ୍ର୍ରର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିନ୍ତୁ ଏହାରି ଭିତରେ ମାଲକାନଗିରି ଜିଲ୍ଲାରେ ବନ୍ୟା…