Below header
Browsing Tag

helicaptor

ହେଲିକାପ୍ଟରରୁ ସରିଗଲା ଇନ୍ଧନ, ମଧ୍ୟପ୍ରଦେଶରେ ରାତି ବିତାଇଲେ ରାହୁଲ ଗାନ୍ଧି; ଢାବାରେ କଲେ ଡିନର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୋମବାର ରାତି ମଧ୍ୟପ୍ରଦେଶର ଶହଡୋଲରେ ବିତାଇବାକୁ ପଡ଼ିଛି । ପ୍ରଥମେ ତାଙ୍କ ହେଲିକାପ୍ଟରରୁ ଇନ୍ଧନ ସରିଯାଇଥିଲା ଏବଂ ଦ୍ୱିତୀୟରେ ପାଗ ଖରାପ ଯୋଗୁ ହେଲିକାପ୍ଟର ଉଡ଼ାଣ ଭରିପାରି ନ ଥିଲା, ଯାହା ପରେ ତାଙ୍କୁ ଶହଡୋଲରେ ହିଁ ସୋମବାର ରାତି ବିତାଇବାକୁ ପଡ଼ିଥିଲା…

ସାଢ଼େ ୩ ବର୍ଷ ଭିତରେ ସରକାର ହେଲିକପ୍ଟରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ହେଲିକପ୍ଟର ଖର୍ଚ୍ଚର ହିସାବ ବି ବିଧାନସଭାରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଗତ ସାଢ଼େ ୩ ବର୍ଷ ଭିତରେ ସରକାର ହେଲିକପ୍ଟରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରତି ମାସରେ ପାଖାପାଖି ହାରାହାରି କୋଟିଏରୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ…

ନିୟମିତ ଟ୍ରାଫିକ୍‌ ଜାମ୍‌ରେ ଫସି ବିରକ୍ତି ହୋଇଯାଉଥିଲେ ଯୁବକ, ଏବେ ପ୍ରସ୍ତୁତ କରୁଛନ୍ତି ନିଜର ହେଲିକପ୍ଟର

ଆପଣ କେଉଁ ସ୍ଥାନକୁ ଗଲାବେଳେ ନିଶ୍ଚିତ ଭାବେ ଟ୍ରାଫିକ୍‌ ଜାମ୍‌ର ସମ୍ମୁଖୀନ ହୋଇଥିବେ। ଆଉ ଆଜିକାଲି ଏତେମାତ୍ରରେ ଟ୍ରାଫିକ୍‌ ଜାମ ହେଉଛି, ତାହା କହିଲେ ନ ସରେ। ଆପଣ କେଉଁ ଜାଗାକୁ ଜଲଦି ଯିବାର ଥିବ କିନ୍ତୁ ଟ୍ରାଫିକ ଜାମ୍‌ରେ ଫସି ବିଳମ୍ବ ହେବା ଏହା ପ୍ରତିଦିନର ଘଟଣା। ଏପରି ଟ୍ରାଫିକ…

ବଢିବ ଭାରତୀୟ ବାୟୁସେନାର ଶକ୍ତି, ସାମିଲ ହେଉଛି ୮ଟି ଆକ୍ରମଣକାରୀ ଆପାଚ୍‌ ହେଲକ୍ୟାପ୍‌ଟର

ବଢିବ ଭାରତୀୟ ବାୟୁସେନାର ଶକ୍ତି। ଆସନ୍ତାକାଲି ବାୟୁସେନାରେ ସାମିଲ ହେଉଛି ଆକ୍ରମଣକାରୀ ୮ଟି ଆପାଚ୍‌ ହେଲକ୍ୟାପ୍‌ଟର। ଆମେରିକା ନିର୍ମିତ ଆପାଚ୍‌ AH-64 E ହେଲିକ୍ୟାପଟର ପଠାନକୋଟ୍‌ ଏୟାରବେସ୍‌ରେ ସାମିଲ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାୟୁସେନା ମୁଖ୍ୟ ବି.ଏସ…