Below header
Browsing Tag

Helpless Old Man

ରାସନ କାର୍ଡରେ ନାଁ ଯୋଡିବା ପାଇଁ ଦିବ୍ୟାଙ୍ଗ ପୁଅ ଓ ନାବାଳକ ନାତିକୁ ନେଇ ବ୍ଲକ ଅଭିମୁଖେ ବୃଦ୍ଧ

ମୋ ପୁଅ ବିକଳାଙ୍ଗ, ମୁଁ ଜଣେ ଅନ୍ଧ ବୃଦ୍ଧ । ହେଲେ ମୋତେ ମିଳୁନି ସରକାରୀ ସହାୟତା । ମୋ ପୁଅର ୪ଟା ଛୁଆ । ହେଲେ କୌଣସି ଛୁଆଙ୍କ ନାଁ ରେରାସନ ଚାଉଳ ଦିଆଯାଉନାହିଁ । ସେଥିପାଇଁ ଆଜି ମୁଁ ଧାଇଁ ଆସିଛି ବ୍ଲକ୍‌ କୁ । ହଁ ଆଜ୍ଞା, ଏକଥା ଆମେ କହୁନୁ ଏକଥା କହୁଛନ୍ତି ବ୍ଲକ୍‌ ଅଫିସ୍‌କୁ ଧାଇଁ…

ବୟସର ଅପରାହ୍ନରେ ପହଞ୍ଚିଲେଣି ସ୍ୱାମୀ ସ୍ତ୍ରୀ, ହେଲେ ବର୍ଷ ବର୍ଷଧରି ଭଙ୍ଗା କୁଡିଆ ଚାଳ ଘରେ ବିତୁଛି ଜୀବନ

ଆଠଗଡ (କେନ୍ୟୁଜ): ମାଉସୀ କହୁ କହୁ କେମିତି କାନ୍ଦି ପକାଉଛନ୍ତି । କଣ କରିବେ ବା ସେ କୋହ କଣ ସମ୍ଭାଳି ହେଉଛି । ଦାରିଦ୍ର୍ୟ ଏମିତି ତାଙ୍କୁ ମାରୁଛି ଯେ ସେ ହୋଇଯାଇଛନ୍ତି ଉପାୟଶୂନ୍ୟ । ଦେଖନ୍ତୁ ଏ ଘରକୁ ,ଘର ନୁହେଁ ତ ଗୁହାଳ। ଯେଉଁ ଘରେ ପଶୁ ରହିବାକୁ ରାଜି ହେବେନି ସେ ଘରେ ରହୁଛି ମଣିଷ।…

ଅସହାୟ ବାବାଜିକୁ ମିଳୁନି ପକ୍କା ଘର ଓ ବାର୍ଦ୍ଧକ୍ୟ ଭତ୍ତା, ଗୁହାରି କଲାପରେ ବି ମିଳୁନି ସରକାରି ସାହାଯ୍ୟ

ଯୋଗ୍ୟ ହୋଇ ବି ନାଁ ମିଳୁଛି ଭତ୍ତା ନାଁ ମିଳୁଛି ପକ୍କା ଘର । ତେଣୁ ଭଙ୍ଗା ଦରଦରା କୁଡିଆରେ ଜୀବନ ବିତାଉଛନ୍ତି ଜଣେ ଅସହାୟ ବୃଦ୍ଧ । ବାରମ୍ବାର ବ୍ଲକ ଠାରୁ ପଂଚାୟତର ସରକାରି ବାବୁଙ୍କୁ ଗୁହାରି କଲାପରେ ବି ମିଳୁନି ସରକାରି ସାହାଯ୍ୟ । ଏ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା…