Browsing Tag

heta tiger terror

ବାଲିଗୁଡା ସହରରେ ବୁଲୁଛି ବାଘ: ଘରୁ ବାହାରୁ ନାହାନ୍ତି ଲୋକେ

ବାଲିଗୁଡା (କେନ୍ୟୁଜ): ବାଲିଗୁଡା ସହରରେ ବାଘ ଆତଙ୍କ। ବାଲିଗୁଡା ଏକ ନମ୍ବର ୱାର୍ଡର ବଡ ଗାଁ ଅଂଚଳରେ ଗତ ଏକ ସପ୍ତାହ ଧରି ଗୋଟିଏ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ ଗାଁ ପମ୍ପ ହାଉସ ନିକଟସ୍ଥ ନଦୀ କୁଳରେ ଗୋଟିଏ ବାଘ ବୁଲୁଥିବା ଜଣେ ପମ୍ପ ହାଉସ କର୍ମଚାରୀ ଦେଖିବାକୁ…

ସାବଧାନ୍! ସନ୍ଧ୍ଯା ହେଲେ ଆସୁଛନ୍ତି ହେଟା ବାଘ, ଗାଁରେ ପଡୁଛି ତାଟି କବାଟ

ମାହାଙ୍ଗା(କେନ୍ୟୁଜ୍‌): ବିଲବାଡ଼ିରେ କାମ କଲାବେଳେ ହେଉ କିମ୍ବା ରାସ୍ତା ଘାଟରେ ଯିବା ଆସିବା ବେଳ ହେଉ ହଠାତ୍ ବାହାରୁଛନ୍ତି ହେଟାବାଘ। ହେଟାବାଘ ଆକ୍ରମଣରେ ୭ରୁ ଅଧିକ ଲୋକ ଗୁରୁତର ହୋଇ ଚିକିତ୍ସିତ ହୋଇ ଫେରିଲେଣି। ସନ୍ଧ୍ଯା ହେଲେ ହିଁ ଘାରୁଛି ବାଘର ଭୟ। ପ୍ରତିଦିନ ତିନି ଚାରୋଟି ହେଟା…

ମାହାଙ୍ଗାରେ ହେଟା ବାଘ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ମାହାଙ୍ଗାରେ ହେଟା ବାଘ ଆତଙ୍କ । ମୂଳବସ୍ତନ୍ତ୍‌ ପଞ୍ଚାୟତ ବ୍ରାହ୍ମଣ ସାହି ଶ୍ମଶାନ ନିକଟରେ ହେଟା ବାଘ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ବଇରୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ଗତ ୧୦ ହେବ ମାହାଙ୍ଗା…

ମାହାଙ୍ଗା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ହେଟା ବାଘ ଆତଙ୍କ, କାବୁ କରିବାରେ ବନବିଭାଗ ବିଫଳ

ମାହାଙ୍ଗା (କେନ୍ଯୁଜ୍): ହେଟା ବାଘ ଆତଙ୍କ । ବାଘକୁ କାବୁ କରିବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ଗତ କିଛି ଦିନ ହେବ ଏହି ହେଟା ବାଘ ଆତଙ୍କ ସୃଷ୍ଟି କରିଛି । କୁହୁଣ୍ଡା, ମୂଳବସନ୍ତ, ମଧୁପୁର, ବାସୁଦେବପୁର,…