Below header
Browsing Tag

hi-tech hospital

ହାଇଟେକ ମେଡିକାଲ ଦୁର୍ଘଟଣାରେ ଆସିଲା ଡିଏନଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଜଣକ ଦିଲ୍ଲୀପ ସାମନ୍ତରାୟ

ହାଇଟେକ ମେଡିକାଲ ଦୁର୍ଘଟଣାରେ ଆସିଲା ଡିଏନଏ ରିପୋର୍ଟ। ମୃତ ତୃତୀୟ ବ୍ୟକ୍ତି ଜଣକ ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଡିସେମ୍ବର ୨୯ତାରିଖ ସଂଧ୍ୟାରେ ଭୁବନେଶ୍ବର ହାଇଟେକ ମେଡିକାଲ କଲେଜ ଓ ହାସପାତାଳରେ ବିସ୍ଫୋରଣ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ…

ଘରୋଇ ହସପିଟାଲ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ, ସ୍ୱାମୀଙ୍କ ମୃତ୍ୟୁ ଭାବି ଆତ୍ମହତ୍ୟା କରିଥିଲେ…

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ବିସ୍ଫୋରଣ ଘଟଣାରେ ସାଂଘାତିକ ଟ୍ବିଷ୍ଟ । ମୃତଦେହ ହସ୍ତାନ୍ତରରେ ହୋଇଛି ସାଂଘାତିକ ତ୍ରୁଟି । ମୃତ ଦିଲ୍ଲୀପ ସାମନ୍ତରାୟ ବଞ୍ଚିଥିବା ଜଣା ପଡିଛି । ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଦୁଇଜଣ ଚିକିତ୍ସା ହେଉଛନ୍ତି…

ଘରୋଇ ହସପିଟାଲରେ ବିସ୍ଫୋରଣ : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ) : ଭୁବନେଶ୍ୱର ଘରୋଇ ହସପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ମୃତକଙ୍କ ପରିଚୟ ମିଳି ପାରିନି । ଏହି ବିସ୍ଫୋରଣରେ ପୂର୍ବରୁ ଦିଲ୍ଲୀପ ସାମନ୍ତରାୟ ନାମକ ଯୁବକଙ୍କ ମୃତ୍ୟୁ…

ଘରୋଇ ହସପିଟାଲରେ ବିସ୍ଫୋରଣ; ୩ରୁ ୪ ଜଣ ଆହତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପାଣ୍ଡରା ସ୍ଥିତ ଘରୋଇ ହସପିଟାଲରେ ବିସ୍ଫୋରଣ। ଗତକାଲି ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର କାର୍ଯ୍ୟ ବେଳେ ୩ରୁ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସେହି ମେଡ଼ିକାଲ୍‌ରେ ଭର୍ତ୍ତି…