Browsing Tag

Himani Bundela

କେବିସିର ସିଜିନ-୧୩ : ପ୍ରଥମ କରୋଡପତି ହେଲେ ଦୃଷ୍ଟିହୀନ ହିମାନୀ ବୁନ୍ଦେଲା

ଅଗଷ୍ଟ ୨୩ରୁ ଆରମ୍ଭ ହୋଇଛି କେବିସି ସିଜିନ-୧୩। ଚଳିତ ବର୍ଷ ନୂଆ ଲୁକ୍ ଓ ନୂଆ ନିୟମ ସହ କେବିସିର ସିଜିନ-୧୩ ଆରମ୍ଭ ହୋଇଛି। ଆରମ୍ଭ ହେବା ପରେ ପରେ ଏବେ କେବିସିକୁ ପ୍ରଥମ କରୋଡପତି ମିଳିସାରିଛି। ଚଳିତ ବର୍ଷ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ୧କୋଟି ଟଙ୍କା ଜିତିପାରିଛନ୍ତି ହିମାନୀ…