ଏବେ ହାତକୁ ଦିଅନ୍ତୁ ଆରାମ, ମୋବାଇଲେ କଥା କହି ଟାଇପ୍ କରନ୍ତୁ ହିନ୍ଦୀ
ଇଣ୍ଟରନେଟ୍ ର ଚାହିଦା ଯେପରି ବଢିବାରେ ଲାଗିଛି ସେପରି ଇଣ୍ଟରନେଟରେ ହିନ୍ଦୀ ଭାଷାର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଲୋକମାନେ ସୋସିଆଲ ମିଡିଆରେ ନିଜ ନିଜ ଆକାଉଣ୍ଟରେ ହିନ୍ଦୀରେ ବଡ ବଡ ପୋଷ୍ଟ ଲେଖି ସେୟାର କରୁଛନ୍ତି। ବର୍ତ୍ତମାନ ପୂର୍ବଭଳି ମୋବାଇଲରେ ହିନ୍ଦୀର ସପୋର୍ଟ ନାହିଁ…