Below header
Browsing Tag

hindola

ଛାରଖାର ହେଇଗଲା ସୁନାର ସଂସାର, ଜଳି ପୋଡ଼ି ପାଉଁଶ ହୋଇଗଲା ୩ ବଖରା ଘର

ହିନ୍ଦୋଳ (କେନ୍ୟୁଜ): ଛାରଖାର ହେଇଗଲା ସୁନାର ସଂସାର । କେଉଁଠି ରହିବେ କେମିତି ଚଳିବେ କିଛି ବୁଝି ପାରୁନାହାନ୍ତି । ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି ଘର । ଗୋଟିଏ ବି ଆସବାବପତ୍ର ନାହିଁ । ଗରିବ ଲୋକ ଏମାନେ ଖଟିଲେ ଘରେ ଚୁଲ୍ଲି ଜଳେ । ବହୁ କଷ୍ଟରେ କେତେ ସ୍ୱପ୍ନ ସଜେଇ ଏମାନେ ଚାଳ ଘରଟିଏ…

ମାଙ୍କଡ଼ ଦଳଙ୍କ ଉତ୍ପାତ, ମା’ ଆଖି ଆଗରେ ଚାଲିଗଲା ଝିଅର ଜୀବନ

ହିନ୍ଦୋଳ (କେନ୍ୟୁଜ): ମାଙ୍କଡ ଦଳ ଆକ୍ରମଣ ଭୟରେ ମା' ଆଖି ଆଗରେ ଚାଲି ଗଲା ଝିଅର ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ ପାଳଚକଡା ଗ୍ରାମରେ । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ମା ଓ ଝିଅ। ମା ଅଳ୍ପକେ ଉଦ୍ଧାର ପାଇଲେସିନା…

ଏସ୍‌ଡିପିଓଙ୍କ ପତ୍ନୀ ବ୍ୟାଗ୍‌ ଧରି ଖସି ପଳାଇଗଲେ

ଢେଙ୍କାନାଳ (କେନ୍ୟୁଜ୍‌) : ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ। ତେବେ ଖସି ପଳାଇଗଲେ ତାଙ୍କର ପତ୍ନୀ । ମଳୟ ନାୟକ ଟ୍ରାପ ହେବା ପରେ ହିନ୍ଦୋଳ ସରକାରୀ କ୍ୱାର୍ଟରରୁ ତାଙ୍କ ପତ୍ନୀ ରୀତା ମହାପାତ୍ର ଖସି ଯିବାକୁ ସକ୍ଷମ ହୋଇଛନ୍ତି। ଜଣେ ଅଜଣା…