Browsing Tag

hindu couple

ପାକିସ୍ତାନରୁ ଆସିଥିବା ଦୁଇ ହିନ୍ଦୁ ଭାରତରେ କଲେ ବିବାହ

ଜାମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିଚାଲିଛି। ଏହା ମଧ୍ୟରେ ଦୁଇ ହିନ୍ଦୁ ଯୁଗଳ କରାଚି ରୁ ଗୁଜୁରାଟ ଆସି ଗତ ଶନିବାର ଦିନ ବିବାହ କରିଛନ୍ତି। ରାଜକୋଟ ମାହେଶ୍ବରୀ ସମାଜ ରାଜକୋଟରେ ଏହି ବିବାହ କରିଛନ୍ତି। ରାଜକୋଟ ମାହେଶ୍ବରୀ ସମାଜର ଯୁବ…