Below header
Browsing Tag

hindu new year samvat

ଦେଶରେ ଉପୁଜିପାରେ ଯୁଦ୍ଧ ପରିସ୍ଥିତି, ଜାଣନ୍ତୁ ଭାରତ ପାଇଁ କେମିତି ରହିବ ହିନ୍ଦୁ ନବବର୍ଷ

ଚୈତ୍ର ମାସରେ ସୂର୍ଯ୍ୟ ଓ ଚନ୍ଦ୍ର ମୀନ ରାଶିର ଏକ ଅଂଶରେ ପ୍ରବେଶ କଲେ ସେହି ସମୟକୁ ଗ୍ରହ ସ୍ଥିତି ଅନୁସାରେ ତିଆରି ହେଉଥିବା କୁଣ୍ଡଳୀରୁ ଆସନ୍ତା ବର୍ଷ ବିଷୟରେ କୌଣସି ଦେଶ ସମ୍ପର୍କରେ ସୂଚନା ମିଳିଥାଏ। ଅର୍ଥାତ ଏହା କୌଣସି ଦେଶର ଭବିଷ୍ୟତ ବିଷୟରେ ଆଗୁଆ ଜଣାଇଦିଏ। ଆଜି ବା ମାର୍ଚ୍ଚ ୧୪…

ହିନ୍ଦୁ ନବ ବର୍ଷର ଆରମ୍ଭରେ ଦେଶରେ ଗ୍ରହମାନଙ୍କର ପ୍ରଭାବ କିପରି ରହିବ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦରୁ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ। ବାସ୍ତବରେ ସୂର୍ଯ୍ୟ ଏବଂ ଚନ୍ଦ୍ରମାଙ୍କ ଅନୁସାରେ ଭାରତୀୟ କ୍ୟାଲେଣ୍ଡରର ଗଣନା କରାଯାଇଥାଏ। ଦୁନିଆର ଅନେକ କ୍ୟାଲେଣ୍ଡର କୌଣସି ନା କୌଣସି ରୂପେ ଭାରତୀୟ କ୍ୟାଲେଣ୍ଡର ଅନୁସରଣ କରିଥାନ୍ତି।…