Browsing Tag

hiradei majhi

ଜଙ୍ଗଲ ଜନନୀ ହୀରାଦେଈ ମାଝୀ, କାନ୍ଧରେ କୁରାଢ଼ୀ ଧରି କରୁଛନ୍ତି ଜଙ୍ଗଲ ସୁରକ୍ଷା

ନୂଆପଡା : ହୀରାଦେଇ ମାଝୀ। ଜଙ୍ଗଲର ଜନନୀ । ନୂଆପଡା ସିନାପାଲି ବ୍ଲକ କାପସୀ ଗାଁରେ ରହିଛି ଦେବତା ଡୁଙ୍ଗୁରୀ ଜଙ୍ଗଲ । ଏକ ଛୋଟିଆ କୁଡିଆ ଘର କରି ଜଙ୍ଗଲର ସୁରକ୍ଷା କରୁଛନ୍ତି ହୀରାଦେଈ । କାନ୍ଧରେ କୁରାଢ଼ୀ ଧରି ଦିନରାତି ଜଙ୍ଗଲରେ ବୁଲୁଛନ୍ତି । ହୀରାଦେଇ ଜଙ୍ଗଲରେ ରହୁଥିବାରୁ କାଠ…