ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ, ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪ ଫୁଟ୍
କେନ୍ୟୁଜ୍(ବ୍ୟୁରୋ): ଆଜି ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ । ଉପରମୁଣ୍ଡରୁ ଜଳ ପ୍ରବାହ କମିଥିବାରୁ ୮ଟି ଗେଟ୍କୁ ବନ୍ଦ କରାଯାଇଛି । ଏବେ ୩୨ଟି ସ୍ଲୁଇସ ଗେଟ୍ ଦେଇ ବନ୍ୟା ପାଣି ଛଡ଼ାଯାଉଛି । ଏହା ପୂର୍ବରୁ ଆଜି ପ୍ରଥମେ ୪ଟି ଗେଟ୍ ବନ୍ଦ ହୋଇଥିଲା । ପରେ ଅନ୍ୟ ୪ଟି ଗେଟ୍କୁ ବନ୍ଦ…