Below header
Browsing Tag

hit wave in maharastra

ଅତ୍ୟଧିକ ହିଟୱେଭ କାରଣରୁ ମହାରାଷ୍ଟ୍ରରେ ୨୫ ଜଣଙ୍କ ମୃତ୍ୟୁ, ୩୭୪ଟି ନୂଆ ମାମଲା ରେକର୍ଡ଼

ଦେଶର ଅନେକ ରାଜ୍ୟରେ ହିଟ ଷ୍ଟ୍ରୋକ କାରଣରୁ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ମହାରାଷ୍ଟ୍ରରେ ଏଯାବତ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରୁ ବିଦର୍ଭ ଅଂଚଳରୁ ୧୫ ଜଣ ଥିବାବେଳେ ମରାଠାୱାଡାରୁ ୬ ଜଣ ଓ ଉତ୍ତର ମହାରାଷ୍ଟ୍ର ଜଲଗାଓଁ ଅଞ୍ଚଳରୁ ୪ଟି କେଶ ଥିବା…