Browsing Tag

HOCKEY WC FINAL : NETHERLANDS VS BELGIUM

ଆଜି କଳିଙ୍ଗରେ ହକି ବିଶ୍ୱ ଯୁଦ୍ଧର ଅନ୍ତିମ ଦିନ : ମୁକାବିଲା ବଡ଼ଭାଇ ଓ ସାନ ଭାଇ ଭିତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି କଳିଙ୍ଗରେ ଶେଷ ହେବ ୧୮ ଦିନର ବିଶ୍ୱ ଯୁଦ୍ଧ ହକି ବିଶ୍ୱ କପ୍‌ । ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ର ଫାଇନାଲ୍‌ ଲଢ଼େଇ ହେବ ରାତି ୭ଟାରେ ନେଦରଲାଣ୍ଡସ ଓ ବେଲଜିୟମ୍‌ ମଧ୍ୟରେ । ଟକ୍କର ହେବ ଜୋରଦାର ଦୁଇ ୟୁରୋପୀୟ ଦଳ ନେଦରଲାଣ୍ଡସ ଓ ବେଲଜିୟମ୍‌ । ଏମାନଙ୍କ…