ବିଶ୍ୱକପ ହକିରେ ଆଜିଠୁ ଆରମ୍ଭ ହେବ ଅସଲ ଲଢ଼େଇ, ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକେଟ ହାତେଇବ
କେନ୍ୟୁଜ୍(ବ୍ୟୁରୋ): ବିଶ୍ୱକପ ହକିରେ ଆଜିଠୁ ଆରମ୍ଭ ହେବ ଅସଲ ଲଢ଼େଇ । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କ୍ରସ୍ ଓଭର ମ୍ୟାଚ୍ । ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକେଟ ହାତେଇବ । ପରାଜିତ ହେବା ଟିମ୍ ରାଉଲକେଲା ଯାଇ ବିଶ୍କପରେ ରାଙ୍କିଂ ପାଇଁ ଖେଳିବ । ପ୍ରଥମ କ୍ରସ ଓଭର ମ୍ୟାଚରେ ମାଲେସିଆ…