Below header
Browsing Tag

HOCKEY WORLD CUP TEASER

ଜୟ ହିନ୍ଦ୍‌ ହିନ୍ଦ୍‌ ଜୟ ଇଣ୍ଡିଆ.., ଆସିଲା ରେହମାନଙ୍କ ବିଶ୍ୱ କପ୍‌ ଥିମ୍‌ସଙ୍ଗ ଟିଜର

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ର ପ୍ରଚାରରେ ଆଉ ଏକ ନୂଆ ପର୍ଦ୍ଦ ଯୋଡ଼ିହେଲା । ଆସିଲା ହକି ବିଶ୍ୱକପ୍‌ ଥିମସଙ୍ଗର ଟିଜର ।'ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ' ଗୀତରେ ବିଶିଷ୍ଟ ସଙ୍ଗୀତଜ୍ଞ ଏ.ଆର ରେହମାନଙ୍କ ସଂଗୀତର ଯାଦୁ ରହିଛି । ଗୀତ ରଚନା କରିଛନ୍ତି…