ହକି ମହାସମର ପାଇଁ ଆଉ ୭୦ ଦିନ, କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ଜୋରଦାର ପ୍ରସ୍ତୁତି
ଭୁବନେଶ୍ବର(କେନ୍ଯୁଜ୍) : ହକି ବିଶ୍ୱକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ହାତରେ ଆଉ ମାତ୍ର ୭୦ଦିନ । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ଯନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ଜମିବ ହକିର ମହାସମର । ଯୋଗ…