ହୋଲିରେ ରସାୟନିକ ରଙ୍ଗ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ, ଗାଇଡ ଲାଇନ୍ ଜାରି କଲା କମିଶନରେଟ ପୋଲିସ
ଭୁବନେଶ୍ୱର : ହୋଲି ଓ ଦୋଳକୁ ଶାନ୍ତି ଶୃଙ୍ଖଳା ସହ ପାଳନ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି । ହୋଲିରେ ମଦ୍ୟପାନ କରି ବୁଲିଲେ ନିସ୍ତାର ନାହିଁ । ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ କଡା ନଜର ରହିବ କମିଶନରେଟ ପୋଲିସ । ସେହିପରି ବେଆଇନ ମଦ ବିକ୍ରି ଉପରେ ମଧ୍ୟ ପୋଲିସ ନଜର ରଖିବ । ହୋଲି ଦିନ ୨୦…