Below header
Browsing Tag

holi’

ହୋଲି ରଙ୍ଗରେ ରଙ୍ଗେଇ ହେଲା ଗୁଗୁଲ, ଦେଖନ୍ତୁ କିପରି ଦେଲା ଶୁଭେଚ୍ଛା

ନୂଆଦିଲ୍ଳୀ : ଗୁରୁବାର ଅର୍ଥାତ୍ ଆଜି ସର୍ଚ୍ଚ ଇଞ୍ଜିନ ଗୁଗୁଲ ହୋଲି ପର୍ବ ଅବସରରେ ଡୁଡୁଲ ପର‌୍ୟ୍ୟବେଷଣ କରିଛି।ଏଥିରେ କିଏ ହୋଲି ଖେଳୁଥିବା ନଜର ଆସିଛନ୍ତି ତ କି ବାଜା ବଜଉଥିବା ଦେଖାଯାଇଛି। ହୋଲି ଏକ ଏପରି ପର୍ବ ଯେଉଁଥିରେ ସମସ୍ତେ ଅପୋସ ଝଗଡ଼ାକୁ ଭୁଲି ରଙ୍ଗରେ ନିଜକୁ ହଜାଇ ଦେଇଥାନ୍ତି।…

ପବିତ୍ର ଦୋଳ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ (କେନ୍ଯୁଜ୍) : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଏଥିପାଇଁ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଗତକାଲି ଫାଲଗୁନ ଶୁକ୍ଳ ତିଥିରେ ମହାପ୍ରଭୂଙ୍କ ଅଗ୍ନି…

ପ୍ରାକୃତିକ ଉପାୟରେ ଏପରି ଛଡ଼ାନ୍ତୁ ହୋଲିର ରଙ୍ଗ, ତ୍ବଚାକୁ ହେବ ନାହିଁ କ୍ଷତି

ରଙ୍ଗର ପର୍ବ ହୋଲିକୁ ଆଉ ମାତ୍ର ଗୋଟିଏ ଦିନ। ଏନେଇ ବିଭିନ୍ନ ସ୍ଥାନରେ ଯୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଫଗୁ ବା ରଙ୍ଗ ପାଣିରେ ମିଶିଯିବା ମାତ୍ରେ ତାହା ତ୍ବଚାରେ ଲାଗି ରହିଯାଇଥାଏ ଏବଂ ପରେ ତାହାକୁ ଛଡ଼ାଇବା ପାଇଁ ଖୁବ ହଇରାଣ ହେବାକୁ ପଡିଥାଏ। ଏନେଇ ଆଜି ଆପଣଙ୍କୁ କିଛି ସହଜ ଘରୋଇ…

ଏମିତି ଏକ ଗାଁ, ଯେଉଁଠାରେ ହୋଲି ଦିନ ସମସ୍ତେ ମିଶି ଛାଡ଼ିଥାନ୍ତି ଖରାପ ଅଭ୍ୟାସ

ରାଜସ୍ଥାନର ନାଗୌର ଜିଲ୍ଲାରେ ଅବସ୍ଥିତ ଦୁଇଟି ଗାଁ- ଜରାୱତାବାଦ ଏବଂ ଇନାଣା। ଏଠାକାର ଯୁବପିଢି ପ୍ରତ୍ୟେକ ବର୍ଷ ହୋଲି ଦିନ ଏକ ଖରାପ ଅଭ୍ୟାସକୁ ପରିତ୍ୟାଗ କରି କିଛି ନୂଆ କରିବା ପାଇଁ ଆହ୍ବାନ କରିଥାନ୍ତି। ଚଳିତ ବର୍ଷ ମଧ୍ୟ କୌଣସି କୁ-ପ୍ରଥା ବା ଖରାପ ଅଭ୍ୟାସକୁ ଗାଁ ରୁ ବାହାର କରିବା…

ହୋଲି ରଙ୍ଗରେ ପୋଷାକ ହୋଇଯାଇଛି କି ଖରାପ ? ତେବେ ଏପରି ଛଡ଼ାନ୍ତୁ ଦାଗ

ରଙ୍ଗର ପର୍ବ ହୋଲି। ଛୋଟରୁ ଆରମ୍ଭ କରି ବଡ ଏବଂ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରିଥାନ୍ତି। ବର୍ତ୍ତମାନ ଯୁଗ ବଦଳିବା ସହ ବଦଳିଛି ଫଗୁ ବା ରଙ୍ଗ। ସାଧାରଣତଃ ହୋଲିରେ ବ୍ୟବହାର ହୋଇଥିବା ରଙ୍ଗ ଆପଣଙ୍କ ମନପସନ୍ଦ ପୋଷାକକୁ ଖରାପ କରି ଦେଇଥାଏ। ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି…

ହୋଲିରେ ସ୍ବାସ୍ଥ୍ୟକୁ କରନ୍ତୁ ନାହିଁ ଅଣଦେଖା, ଅସଲି ବା ନକଲି ରଙ୍ଗ ଏପରି କରନ୍ତୁ ଚିହ୍ନଟ

ରଙ୍ଗର ପର୍ବ ହୋଲିରେ ରଙ୍ଗର ଖୁବ ମହତ୍ତ୍ବ ରହିଥାଏ। କିନ୍ତୁ ବଜାରରେ ମିଳିଥିବା ନକଲି ଏବଂ କେମିକାଲ ରଙ୍ଗ ଆପଣଙ୍କ ତ୍ବଚାକୁ ଖରାପ କରିବା ସହ ସ୍ବସ୍ଥ୍ୟାକୁ ମଧ୍ୟ ହାନି ପହଞ୍ଚାଇଥାଏ। ବଜାରରେ ହର୍ବାଲ ନାମରେ ଅନେକ କେମିକାଲ ରଙ୍ଗ ମିଳିଥାଏ। କିନ୍ତୁ କିଛି ସହଜ ପକ୍ରିୟା ଅବଲମ୍ବନ କରି ଆପଣ…

ରଙ୍ଗ ଖେଳିଲେ ଆସିଥାଏ ଭୂତ ,ଭାରତର ଏପରି ଏକ ଗ୍ରାମ ଯେଉଁଠି ୧୦୦ବର୍ଷ ହେଲା ପାଳନ କରାଯାଇନାହିଁ ହୋଲି

ହୋଲି ଏପରି ଏକ ପର୍ବ ଯାହା ସମସ୍ତଙ୍କ ଜୀବନରେ ଖୁସି ନେଇ ଆସିଥାଏ। ଏହି ଦିନ ସମସ୍ତେ ନିଜର କ୍ରୋଧ ଏବଂ ଝଗଡ଼ା ଭୁଲି ପରସ୍ପରକୁ ରଙ୍ଗ ବୋଲିଥାନ୍ତି। କିନ୍ତୁ ଆଜି ଆମେ ଭାରତରେ ଥିବା ଏପରି ଏକ ଗ୍ରାମ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ବିଗତ ୧୦୦ବର୍ଷ ହେଲା ହୋଲି ଖେଳାଯାଇ ନାହିଁ। ହୋଲି ପର୍ବ…