Below header

ହୋଲି ରଙ୍ଗରେ ରଙ୍ଗେଇ ହେଲା ଗୁଗୁଲ, ଦେଖନ୍ତୁ କିପରି ଦେଲା ଶୁଭେଚ୍ଛା

ନୂଆଦିଲ୍ଳୀ : ଗୁରୁବାର ଅର୍ଥାତ୍ ଆଜି ସର୍ଚ୍ଚ ଇଞ୍ଜିନ ଗୁଗୁଲ ହୋଲି ପର୍ବ ଅବସରରେ ଡୁଡୁଲ ପର‌୍ୟ୍ୟବେଷଣ କରିଛି।ଏଥିରେ କିଏ ହୋଲି ଖେଳୁଥିବା ନଜର ଆସିଛନ୍ତି ତ କି ବାଜା ବଜଉଥିବା ଦେଖାଯାଇଛି। ହୋଲି ଏକ ଏପରି ପର୍ବ ଯେଉଁଥିରେ ସମସ୍ତେ ଅପୋସ ଝଗଡ଼ାକୁ ଭୁଲି ରଙ୍ଗରେ ନିଜକୁ ହଜାଇ ଦେଇଥାନ୍ତି। ଏଣୁ ଏହାକୁ ଖୁସିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ।

holi-google-doodle

ହୋଲିର ଏହି ଅବସରରେ ସବୁ ଆଡେ ସମସ୍ତେ ଶୁଭେଚ୍ଛା ଦେଉଥିବା ବେଳେ ପଛରେ ରହିନାହିଁ ଗୁଗୁଲ ଡୁଡୁଲ। ଏହି ଡୁଡୁଲରେ ବିଭିନ୍ନ ଜାତିର ଲୋକ ଦେଖିବାକୁ ମିଳିଥିଲେ। ଏଥିରେ କିଏ ରଙ୍ଗ ଲଗାଉଥିବାର ଦେଖାଯାଇଥିବା ବେଳେ କିଏ ମିଠା ଖାଇବାର ଦେଖାଯାଇଥିଲା। ଏଥିରେ ପିଲାମାନେ ପିଚକାରୀ ମାରୁଥିବା ଦେଖାଯାଇଥିବା ବେଳେ କିଏ ବାଜା ବଜାଉଥିବା ବେଳେ ଦେଖାଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.