Below header
Browsing Tag

google doodle

ଗଣତନ୍ତ୍ର ଦିବସରେ ଗୁଗଲ ତିଆରି କଲା ନୂଆ ଡୁଡଲ୍‌, କ୍ଲିକ୍‌ କଲେ ଦେଖିବାକୁ ପାଇବେ କିଛି ଖାସ୍‌

ଗଣତନ୍ତ୍ର ଦିବସ ଅବସରରେ ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ଏକ ଡୁଡଲ୍ ତିଆରି କରି ଗଣତନ୍ତ୍ର ଦିବସକୁ ବିଶେଷ ଭାବେ ପାଳନ କରିଛି । ଆଜି ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଏକ ଚମତ୍କାର ଡୁଡଲ୍ ତିଆରି କରାଯାଇଛି । ଗଣତନ୍ତ୍ର…

ଗୁଗଲ ବାର୍ଥଡେ, ୨୫ ବର୍ଷ ଧରି ଲୋକଙ୍କୁ କରୁଛି ସାହାଯ୍ୟ

ବର୍ତ୍ତମାନ ସମୟରେ ଗୁଗଲ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆବଶ୍ୟକତା ହୋଇଯାଇଛି । ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ…

ସୁପରଷ୍ଟାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ଗୁଗଲ ହୋମସ୍କ୍ରିନରେ ଲଗାଇଲା ଖାସ ଡୁଡଲ

ସାଉଥରୁ ବଲିଉଡ ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀ ନିଜ କଳାର ଯାଦୁ ଦ୍ୱାରା ସମସ୍ତଙ୍କ ମନ ଜିତିଥିଲେ । ତେବେ ଆଜି ତାଙ୍କର ୬୦ତମ ଜନ୍ମ ବାର୍ଷିକୀ । ଆଜି ଅର୍ଥାତ ଅଗଷ୍ଟ ୧୩ରେ ଗୁଗଲ ଡୁଡଲ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ଭାବରେ ଜଣା ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୬୦ତମ…

କିଏ ଥିଲେ ଗ୍ରୀନ୍‌ ଟି ଉପରେ ଗବେଷଣା କରିଥିବା ମିଶିୟୋ ସୁଜିମୁରା? Google ବି ଖାସ୍‌ Doodle ବନାଇ ଜୟନ୍ତୀ ଦିବସରେ…

ଗ୍ରୀନ୍‌ ଟି ଉପରେ ରିସର୍ଚ୍ଚ କରିଥିବା ଜାପାନୀ ବୈଜ୍ଞାନିକ ମିଶିୟୋ ସୁଜିମୁରାଙ୍କୁ ତାଙ୍କର ୧୩୩ତମ ଜୟନ୍ତୀ ଅବସରରେ ଆଜି ୧୭ ସେପ୍ଟେମ୍ବରରେ Google ଡୁଡଲ ବନାଇ ତାଙ୍କୁ ମନେ ପକାଇଛି। Google ଡୁଡଲରେ ମିଶିୟୋ ସୁଜିମୁରାଙ୍କୁ ଗ୍ରୀନ୍‌ ଟିର ରାସାୟନିକ ଗବେଷଣା ଏବଂ ଏଥିରୁ ଉପାଦାନ ବାହାର…

Doodle କରି ଜୋହରା ସହଗଲଙ୍କୁ ମନେ ପକାଇଲା Google, ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ଆଜିର ଦିନରେ…

ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଜୋହରା ସହଗଲଙ୍କୁ ଆଜି ଗୁଗଲ ଡୁଡଲ(Doodle) କରି ମନେ ପକାଇଛି। ଗୁଗଲ 'Celebrating Zohra Segal' ଶୀର୍ଷକରେ ଡୁଡଲ କରିଛି। ଜୋହରା ସହଗଲ ପ୍ରଥମ ଭାରତୀୟ ଅଭିନେତ୍ରୀ ଥିଲେ, ଯାହାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ମିଳିଥିଲା। ଆଜିର ଦିନରେ ତାଙ୍କ…

ଫାଦର୍ସ ଡେ’ରେ ଗୁଗଲ ବନାଇଲା ଖାସ୍‌ ଡୁଡଲ, ତିଆରି କଲା ଡିଜିଟାଲ କାର୍ଡ

ଆଜି ଫାଦର୍ସ ଡେ’ରେ ଗୁଗଲ ସ୍ୱତନ୍ତ୍ର ଡୁଡଲ ବନାଇଛି। ଏହି ଡୁଡଲ ଜରିଆରେ ୟୁଜର୍ସ ନିତା ପିତାଙ୍କ ପାଇଁ ଡିଜିଟାଲ କାର୍ଡ ତିଆରି କରିପାରିବେ। କରୋନା ମହାମାରୀ ଯୋଗୁଁ ଅନେକ ସେମାନଙ୍କ ପିତାମାତାଙ୍କ ଠାରୁ ଦୂରରେ ରହିଛି। ଏହି ସମୟରେ ଏପରି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଗୁଗୁଲ ଏମିତି…

‘ମୁଗାମ୍ବୋ’ଙ୍କ ଜନ୍ମଦିନ ପାଇଁ ଗୁଗୁଲ ପ୍ରସ୍ତୁତ କଲା ଡୁଡୁଲ

ମୁମ୍ବାଇ : ସର୍ଚ୍ଚ ଇଞ୍ଜିନ ଗୁଗୁଲ ଆଜି ଅଭିନେତା ଅମରୀଶ ପୁରିଙ୍କ ୮୭ତମ ଜନ୍ମ ଦିବସରେ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ଅଭିନନ୍ଦନ ଜଣାଇଛି। ଡୁଡୁଲରେ ଅମରୀଶ ପୁରିଙ୍କୁ ଏକ ଧଳା ରଙ୍ଗର କୁର୍ତ୍ତା ଏବଂ କଳା ରଙ୍ଗର ସାଲରେ ଦେଖିବାକୁ ମିଳିଛି। ଏହି ଡୁଡୁଲକୁ ପୁଣେର ଦେବାଗଶୁ ମୋଲିକ୍ ପ୍ରସ୍ତୁତ…

ଗୁଗୁଲକୁ ଚଢ଼ିଲା ନିର୍ବାଚନ ନିଶା, ଡୁଡୁଲ ବନାଇ ଏପରି ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୨୦ଟି ରାଜ୍ୟରେ ୯୧ଟି ସିଟ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାତାଙ୍କୁ ଭୋଟ ଦେବା ନିମନ୍ତେ ସଚେତନ କରିବା ପାଇଁ ଗୁଗୁଲ ସର୍ଚ୍ଚ ଇଞ୍ଜିନ ଏକ ଡୁଡୁଲ ପ୍ରସ୍ତୁତ କରି ସୂଚନା ଦେଇଛି । ଡୁଡୁଲ ଜରିଆରେ ଗୁଗୁଲ ନିର୍ବାଚନ ଏବଂ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ଗୁଗୁଲ, ଦେଖନ୍ତୁ କିପରି ଦେଲା ଶୁଭେଚ୍ଛା

ନୂଆଦିଲ୍ଳୀ : ଗୁରୁବାର ଅର୍ଥାତ୍ ଆଜି ସର୍ଚ୍ଚ ଇଞ୍ଜିନ ଗୁଗୁଲ ହୋଲି ପର୍ବ ଅବସରରେ ଡୁଡୁଲ ପର‌୍ୟ୍ୟବେଷଣ କରିଛି।ଏଥିରେ କିଏ ହୋଲି ଖେଳୁଥିବା ନଜର ଆସିଛନ୍ତି ତ କି ବାଜା ବଜଉଥିବା ଦେଖାଯାଇଛି। ହୋଲି ଏକ ଏପରି ପର୍ବ ଯେଉଁଥିରେ ସମସ୍ତେ ଅପୋସ ଝଗଡ଼ାକୁ ଭୁଲି ରଙ୍ଗରେ ନିଜକୁ ହଜାଇ ଦେଇଥାନ୍ତି।…