Below header
Browsing Tag

home made night Serum

ସ୍କିନ୍‌ କେୟାର ପାଇଁ ପ୍ରତିଦିନ ବ୍ୟବହାର କରନ୍ତୁ ଏହି ସିରମ୍‌, ଖରା ଯୋଗୁ ହେଉଥିବା ଅନେକ ସମସ୍ୟା ହେବ ଦୂର

ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଯୋଗୁ ସ୍କିନ୍‌ରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ସୂର୍ଯ୍ୟଙ୍କ ଅତି ବାଇଗଣୀ UV ରଶ୍ମି କ୍ଷତିକାରକ ନିଶ୍ଚିତ ଭାବରେ ଆପଣଙ୍କ ସ୍କିନ୍‌ ଉପରେ ପ୍ରଭାବ ପକାଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ସ୍କିନ୍‌ର ଅଧିକ ଯତ୍ନ ନେବା ଆବଶ୍ୟକ…

ଶୀତଦିନେ ବଜାରର ସିରମ୍‌ ନୁହେଁ ଘର ପ୍ରସ୍ତୁତ ସିରମ୍‌ କରନ୍ତୁ ବ୍ୟବହାର, ଜାଣନ୍ତୁ କେମିତି କରିବେ

ଶୀତଦିନେ ସ୍କିନରେ ରୁକ୍ଷପଣ ଅଧିକ ଦେଖାଯାଏ। ଖରାପ ଲାଇଫଷ୍ଟାଇଲ ଏବଂ ପ୍ରଦୂଷଣ କାରଣରୁ ସ୍କିନକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେଣୁ ସ୍କିନକୁ ସୁସ୍ଥ ରଖିବା ବହୁତ ଜରୁରୀ ହୋଇପଡେ। ଏହିସବୁ ସମସ୍ୟାରୁ ମୁକ୍ତି ପାଇଁ ପାଇଁ ଅନେକ ଲୋକ ମାକେର୍ଟରେ ମିଳୁଥିବା କ୍ରିମ ଏବଂ…