Browsing Tag

home tips

ଚକ୍‌ ବ୍ୟବହାର କରି ମାତ୍ର ମିନିଟ୍‌ ଭିତରେ ଦୂର କରିପାରିବେ ଦାଗ ଓ ଦୁର୍ଗନ୍ଧ, ଏମିତି କରନ୍ତୁ ଉପଯୋଗ

ବ୍ଲାକ୍‌ ବୋର୍ଡ ବା କଳାପଟାରେ ଲେଖିବା କାମରେ ବ୍ୟବହୃତ ଚକ୍‌ଖଡିକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା। ଏହାଦ୍ୱାରା ଦାଗ, ଦୁର୍ଗନ୍ଧ ଆଦିକୁ ଦୂର କରାଯାଇପାରିବ। ଆସନ୍ତୁ ଜାଣିବା, ଏହାର ଉପଯୋଗ। ୧. ଘରର କାନ୍ଥରେ ଲାଗିଥିବା ଜିଦି ଦାଗକୁ ଦୂର କରିବାରେ ଚକ୍‌ଖଡି ବ୍ୟବହାର…

ରୋଷେଇ ଘରୁ ଆସୁଛି କି କଡ଼ା ଦୁର୍ଗନ୍ଧ? ପାଣିରେ ଅଳ୍ପ ଭିନେଗାର ମିଶାଇ ପ୍ରତିଦିନ ଲଗାନ୍ତୁ ପୋଛା, ଏହାସହ ଜାଣି ରଖନ୍ତୁ…

ଗୃହିଣୀମାନଙ୍କୁ ରୋଷେଇ ଘର ସଫାସୁତରା ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଯଦି ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନ ନ ରୁହେ, ତେବେ ଏହାର ଖରାପ ପ୍ରଭାବ ଘରର ସଦସ୍ୟମାନଙ୍କ ଉପରେ ପଡ଼ିଥାଏ। ଖାଦ୍ୟ ରାନ୍ଧି ସାରିବା ପରେ ଏମିତି କିଛି ଗନ୍ଧ ଆସିଥାଏ, ଯାହାକି ଘର ସାରା ଖେଳେଇ ହୋଇଯାଏ। ସେହିପରି…

କେବଳ ତ୍ୱଚା ନୁହେଁ, ଘର ସଫା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ଆଳୁ

ଆଳୁ ଏମିତି ଏକ ପରିବା, ଯାହା ଆମର ଅନେକ କାମରେ ଆସିଥାଏ। ବିଭିନ୍ନ ଉପାୟରେ ଆଳୁର ଉପଯୋଗ କରାଯାଇଥାଏ। ତ୍ୱଚା ସମସ୍ୟା ହେଉ କି କେଶ ସମସ୍ୟା, ଏ ସବୁକୁ ଦୂର କରିବାରେ ସାହାଯ୍ୟ କରିଥାଏ ଆଳୁ। କିନ୍ତୁ ଆପଣ ଜାଣିଛନ୍ତି କି, ଆଳୁକୁ ବି ଆମେ ଘର ସଫା କରିବାରେ ବ୍ୟବହାର କରିପାରିବା। ଆସନ୍ତୁ…

ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଘରର ବାସ୍ତୁଦୋଷ ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘରେ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଅନେକ ପ୍ରକାର ଉପାୟ ରହିଛି। ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା ନକାରାତ୍ମକ ଶକ୍ତି ଦୂର କରିବା : -ଘରୁ ନକାରାତ୍ମକ…