ଅଗଷ୍ଟରୁ ବଢିବ ହୋଣ୍ଡା କାର୍ ମୂଲ୍ୟ
ଚଳିତ ସମୟରେ ବିଭିନ୍ନ କଞ୍ଚାମାଲ ଦର ବୃଦ୍ଧି କାରଣରୁ କେତେକ ଯାନବାହନ ଉତ୍ପାଦନ କମ୍ପାନୀ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଘୋଷଣା କରିସାରିଛନ୍ତି । ଏବେ ସେଥିରେ ଆଉ ଏକ କମ୍ପାନୀ ଯୋଡି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହୋଣ୍ଡା କାର୍ଓ ଇଣ୍ଡିଆ ମଧ୍ୟ ତାହାର ସମୁଦାୟ…