Honda କରିବ ଧମାଲ ! ଆଉ ମାତ୍ର କେଇଟା ଦିନରେ ଏଣ୍ଟ୍ରି କରିବ ହୋଣ୍ଡାର ଇଲେକଟ୍ରିକ୍ ସ୍କୁଟର Activa
ହୋଣ୍ଡା ଲଭରଙ୍କ ପାଇଁ ଖୁସି ଖବର। ବହୁତ ଜଲଦି ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡାର ଇଲେକଟ୍ରିକ ସ୍କୁଟର। ଜାପାନର ଦୁଇପାହିଆ ବାହନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ଟୁହ୍ଵିଲର୍ସ ବହୁତ ଜଲଦି ହିଁ ଧମାକା କରିବାକୁ ଯାଉଛି। କମ୍ପାନୀ ୨୦୨୫ ପର୍ଯ୍ୟନ୍ତ ବୈଷୟିକ ସ୍ତରରେ ୧୦ରୁ ବି ଅଧିକ ଇଲେକଟ୍ରିକ…