ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି
ମେଷ : ଶାରୀରିକ ପୀଡ଼ା ଦେଖା ଦେଇପାରେ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ଆର୍ଥିକ ସମସ୍ୟା ଦେଖାଦେବ ।
ବୃଷ : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଦୂର ଯାତ୍ରା କରନ୍ତୁ ନାହିଁ ।…