Browsing Tag

horoscope on 29-03-2023

ଆଜିର ରାଶିଫଳ: ଏହି ରାଶିର ଲୋକଙ୍କର ହଠାତ୍ ନୂଆ ଉତ୍ସରୁ ଧନ ମିଳିବ, ଘର ହସଖୁସିରେ ପୂରି ଉଠିବ

ମେଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଅଫିସ୍ କାର୍ଯ୍ୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, କିନ୍ତୁ ଧୌର୍ଯ୍ୟ ରଖନ୍ତୁ। ଠିକ୍ ସମୟରେ କାର୍ଯ୍ୟ ଶେଷ ହେବ। ବୃଷ: ଆଜି ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସାଥ୍‌ ଦେବ, ଯାହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଆଜି କାମରେ ମନ ଲାଗିବ।…