ଘରେ କେଉଁ ଦିଗରେ ଏବଂ କେମିତି ଲଗାଇବେ ଘୋଡା ନାଲ, ଧନପ୍ରାପ୍ତି ପାଇଁ ଖୋଲିଯିବ ରାସ୍ତା
ଘରେ ସୁଖଶାନ୍ତି ଓ ଆର୍ଥିକ ସ୍ଥିତି ମଜବୁତ ରଖିବାକୁ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟା କରିଥାଏ। ଖାସ୍ ଏଥିପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ଘୋଡା ନାଲରେ ଏମିତି କିଛି ଉପାୟ ଆପଣାଇ ଇଚ୍ଛାକୁ ପୂରଣ କରିପାରିବେ। ଯଦି ଘୋଡା ନାଲକୁ ଘରେ ଲଗାନ୍ତି, ତାହା କେବଳ ସୁଖ ଶାନ୍ତି ବାସ ହୁଏ…