ହୋଟେଲ ରୁମ୍ରେ କ୍ୟାମେରା ଲାଗିଛି କି ନାହିଁ ଜାଣିବା ପାଇଁ ଆପଣାନ୍ତୁ ଏହି ୬ଟି ଉପାୟ
ଆପଣ ନିଜ ସାଥୀଙ୍କ ସହ କୌଣସି ହୋଟେଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ବେଳେ ତୃତୀୟ ବ୍ୟକ୍ତି ଲୁଚି ରହି ସେହି ମୁହୂର୍ତ୍ତକୁ ରେକଡିଂ କରିବା ଭଳି ଘଟଣା ଅନେକ ଥର ସାମ୍ନାକୁ ଆସିଛି। ଭାରତର ଅନେକ ଗୁଡିଏ ଛୋଟ ଛୋଟ ସହରରେ ଏହିଭଳିି ଘଟଣା ଘଟିଥାଏ, ଯାହା ହୋଟେଲର ରୁମ୍ରେ ଲୁଚି ରହିଥିବା…