ହୋଟେଲର ଚେକଆଉଟ ସମୟ କାହିଁକି ୧୨ ଟା ହିଁ ଥାଏ ? ଜାଣନ୍ତୁ ଏହା ପଛର କାରଣ

ଆପଣମାନେ ଜାଣିଥିବେ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ ଦିନ ୧୨ରେ ରୁମ୍‌ ଛାଡ଼ିବାକୁ କୁହାଯାଇଥାଏ । କିନ୍ତୁ ଏମିତି ନିୟମ କାହିଁକି ରହିଛି ଆପଣ କେବେ ଭାବିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି ।

ଛୁଟି ହେଲେ ଲୋକମାନେ ବାହାର ସ୍ଥାନକୁ ବୁଲିବା ପାଇଁ ପ୍ଲାନ୍‌ କରନ୍ତି । ତେବେ ବାହାରକୁ ଗଲେ ଲୋକମାନେ ହୋଟେଲରେ ରହିଥାନ୍ତି । ଆପଣମାନେ ଜାଣିଥିବେ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ ଦିନ ୧୨ରେ ରୁମ୍‌ ଛାଡ଼ିବାକୁ କୁହାଯାଇଥାଏ । କିନ୍ତୁ ଏମିତି ନିୟମ କାହିଁକି ରହିଛି ଆପଣ କେବେ ଭାବିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି ।

ଅନେକ ଥର ଆପଣ ହୋଟେଲରେ ଅଳ୍ପ ସମୟ ପାଇଁ ରହିଥାନ୍ତି କିନ୍ତୁ ଆପଣଙ୍କୁ ୨୪ ଘଣ୍ଟାର ପେମେଣ୍ଟ ଦେବାକୁ ପଡିଥାଏ । ଏପରି ପରିସ୍ଥିତିରେ ଆପଣ ବାଧ୍ୟ ହୋଇ ପରଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରୁମ୍‌ ବୁକିଂ କରନ୍ତି । ଦେଶର ଅଧିକାଂଶ ହୋଟେଲଗୁଡିକର ଚେକଆଉଟ୍ ସମୟ ୧୨ ଟା ହିଁ ରହିଛି । ଏପରି ପରିସ୍ଥିତିରେ ଆପଣ ଜାଣିଛନ୍ତି କି ଏଭଳି କାହିଁକି କରାଯାଇଥାଏ । ଯଦି ଏ ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କାହିଁକି ଏଭଳି ନିୟମ ରହିଛି । ଏବଂ ଚେକଆଉଟ୍ ସମୟ କାହିଁକି ୧୨ଟା ରଖାଯାଇଛି |

ତେବେ ୧୨ଟା ପୂର୍ବରୁ ହିଁ ଅନେକ ଲୋକ ଚେକଆଉଟ୍ କରନ୍ତି । ଏହି ସମୟରେ ହୋଟେଲ କର୍ମଚାରୀମାନେ ରୁମକୁ କ୍ଲିନ୍‌ କରିବା ପାଇଁ ସମୟ ପାଇଥାନ୍ତି । ଯେଉଁଥିପାଇଁ ନୂଆ ଅତିଥିଙ୍କୁ ହୋଟେଲର ଲବିରେ ବସି ଅପେକ୍ଷା କରିବାକୁ ପଡିଥାଏ ଏବଂ ସେମାନେ ଠିକ୍ ସମୟରେ ତାଙ୍କ କ୍ଲିନ୍‌ ରୁମକୁ ପାଇଥାନ୍ତି । ଏହି କାରଣ ପାଇଁ ହୋଟେଲରେ ୧୨ଟା ସମୟକୁ ହିଁ ଚେକଆଉଟ୍ ସମୟ ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.