Browsing Tag

special news

ଭାରତର ଏକମାତ୍ର ରେଳ ଷ୍ଟେସନ, ଯେଉଁଠାରେ ପ୍ଲାଟଫର୍ମ ଟିକେଟ ନୁହେଁ, ପାସପୋର୍ଟ ଦେଖାଇ ପ୍ରବେଶ ଅନୁମତି ଦିଆଯାଇଥିଲା

ଆପଣ ସୋସିଆଲ ମିଡିଆରେ ଭାରତୀୟ ରେଳବାଇ ଏବଂ ରେଳ ଷ୍ଟେସନ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଅନନ୍ୟ ତଥ୍ୟ ପଢ଼ିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଆଉ ଏକ ଅନନ୍ୟ ରେଳ ଷ୍ଟେସନ ବିଷୟରେ କହିବାକୁ ଯାଉଛୁ। ଭାରତର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର କିଛି ନା କିଛି ଏପରି ପ୍ରାଣବନ୍ତ କାହାଣୀ…

ଦେବୀ ମୂର୍ତ୍ତିଙ୍କୁ ମେରୀ ଭଳି ସଜାଇବା ପଡିଲା ମହଙ୍ଗା, ପୁରୋହିତ ଗିରଫ

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇର ଏକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏକ ଦେବୀ ମୂର୍ତ୍ତିଙ୍କୁ ମେରୀ ଭଳି ସଜାଇବା ପୁରୋହିତଙ୍କ ପାଇଁ ମହଙ୍ଗା ପଡିଲା । ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ ପୁରୋହିତଙ୍କୁ ଗିରଫ କରିଛି । ଏପରି କରିବାର କାରଣ ଜାଣିବାକୁ…

ମଝି ରାସ୍ତାରେ ଅଟକିଲା ୧୫ ଲକ୍ଷ ଟଙ୍କାର EV କାର୍, ଘରକୁ ଟାଣି ଟାଣି ଆଣିଲା ଇ-ରିକ୍ସା

ରାଜସ୍ତାନ : ରାଜସ୍ତାନର ଅଲୱରର ଏକ ଭିଡିଓ ହେଉଛି ଭାଇରଲ । EV କାରଟିକୁ ଟାଣି ଟାଣି ନେଉଛି ଇ-ରିକ୍ସା ।  ଚାର୍ଜ ସରିଯିବାରୁ ମଝି ରାସ୍ତାରେ ଅଟକିଥିଲା କାର୍ । ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରାଇଭର ସଫଳ ହୋଇନଥିଲେ ।  ଯାହା ପରେ କାର୍ ଡ୍ରାଇଭର ଜଣକ ଇ-ରିକ୍ସାର ସାହାଯ୍ୟ…

ଜଳିଯାଉଛି ବଡ଼ ଅଟ୍ଟାଳିକା, ଘର ଆଉ ଦୋକାନ, ହେଲେ ଏମିତି କଣ ପାଇଁ ଘଟୁଛି ?

ଦେଶ ଉପରେ ପଡିଛି କି ଅଗ୍ନି ଦେବତାଙ୍କ କୋପ ? ଜଳିଯାଉଛି ବଡ଼ ବଡ଼ ଅଟ୍ଟାଳିକା, ଘର ଆଉ ଦୋକାନ । ରାସ୍ତାରେ ଜଳୁଛି ବଡ଼ ବଡ ଯାତ୍ରୀବାହୀ ଗାଡ଼ି । ଜୀବନ୍ତ ଦଗ୍ଧ ହେଉଛନ୍ତି ଲୋକେ । ଚାରିଆଡ଼େ ନିଆଁ ଜଳୁଥିବା ଖବର। ପେପର ପୃଷ୍ଠା ଲେଉଟାଇଲେ କିମ୍ବା ଟିଭି ଖୋଲିଦେଲେ ଖାଲି ଅଗ୍ନିକାଣ୍ଡ ଖବର…

ଧନତେରସରେ ଏହି ୩ଟି ରାଶିରେ ହେବାକୁ ଯାଉଛି ବିରଳ ସଂଯୋଗ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଆଗକୁ ଆସୁଛି ଧନତେରସ । ଅକ୍ଟୋବର ୧୮ ତାରିଖରେ ଧନତେରସ ପାଳନ ହେବାକୁ ଯାଉଛି ।ଧନତେରସ ଭଳି ଦିନରେ ମା’ ଲକ୍ଷ୍ମୀ,କୁବେର ଦେବତା ଏବଂ ଭଗବାନ ଧନ୍ତୱରୀଙ୍କୁ ଆରାଧନା କରାଯାଏ । ସେଥିପାଇଁ ଧନତେରସକୁ ମଧ୍ୟ ଧନ ତ୍ରୟୋଦଶୀ ନାମରେ ଜଣାଯାଏ । ଏହା ଛଡ଼ା ଧନତେରସରେ ସୁନା, ଗହଣା ଏବଂ ଅଳଙ୍କାର କିଣିବା…

ଦାମୀ ମଇଁଷିର ଚମତ୍କାର ପ୍ରଦର୍ଶନ, ବାର୍ଷିକ ୬୦ ଲକ୍ଷ ଟଙ୍କା ଆୟ କରି ଚାମ୍ପିଅନ୍ ହୋଇଛନ୍ତି ‘ବିଧାୟକ’

ସାମ୍ନାକୁ ଆସିଲା ଏକ ବିଶାଳ ମଇଁଷି । ଯାହାର ନାମ 'ବିଧାୟକ । ତା’ର ଚମକଦାର ଚେହେରା  ଏବଂ ରାଜକୀୟ ଚାଲିଚଳଣ ପାଇଁ ଏହାର ମୂଲ୍ୟ ପ୍ରାୟ ୮ କୋଟି ରହିଛି । IIM-T ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଅଖିଳ ଭାରତୀୟ କିଶାନ ମେଳାରେ ହରିୟାଣାର ଏକ ମହିଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା ।…

ନିଷ୍ପାପ ପିଲାର ମହାନ୍ ବୁଦ୍ଧି, ହନୁମାନଙ୍କ ମୂର୍ତ୍ତି ଧରି କ୍ଷତ ଜାଗାରେ ଲଗାଇଦେଉଛି ଔଷଧ

ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ଜିନିଷ ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରଲ ହେଉଛି ଯେଉଁଥିରେ ଗୋଟିଏ ନିଷ୍ପାପ ଶିଶୁର ଭଗବାନଙ୍କ ପ୍ରତି ଥିବା ଭଲପାଇବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଯାହା ଦେଖିବା  ସମସ୍ତଙ୍କ ହୃଦୟକୁ ଛୁଇଁଛି ।…

AI ଯୋଗୁଁ ଚାଲାକ ହେଉଛନ୍ତି ରୋବଟ୍, ମଣିଷ ପରି ଦେଖାଯିବା ସହ କରିବ ଅନେକ କାମ

ରୋବଟର କମ୍ ସମୟରେ କେତେ କ’ଣ କାମ କରିଥାଏ ତାହା ଆମେ ସାଧାରଣତଃ ଜାଣିଥାଉ । କିନ୍ତୁ ବର୍ତ୍ତମାନ AI ଅସମ୍ଭବକୁ ସମ୍ଭବ କରି ତା’ର କମାଲ ଦେଖାଉଛି । ଯାହା ଟେକ୍ନଲୋଜିକୁ ଏକ୍ସଟ୍ରା ସ୍ମାର୍ଟ କରୁଛି । ଏବେ କିନ୍ତୁ AI ଯୋଗୁଁ ପୂର୍ବ ଅପେକ୍ଷା ରୋବଟ୍ ଆହୁରି ଭଲ ହୋଇଛି । କାରଣ ସେ ଏବେ ମଣିଷ…

ଆସନ୍ତା ମାସରେ ଆକାଶରେ ଦିଶିବ ବ୍ଲଡମୁନ, ୮୨ ମିନିଟ୍ ଧରି ଦେଖାଦେବ

ଆସନ୍ତା ମାସରେ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ନିଆରା ଦୃଶ୍ୟ । ଆକାଶରେ ରକ୍ତ ପରି ଲାଲ୍ ଜହ୍ନ ନଜର ଆସିବ । ଯାହା ସେପ୍ଟେମ୍ବର ୭-୮ ରାତିରେ ୮୨ ମିନିଟ୍ ଧରି ଆକାଶରେ ନଜର ଆସିବ । ଯାହାକୁ ବ୍ଲଡ ମୁନ୍ ବୋଲି କୁହାଯାଉଛି । ଏହା ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ । ବିଶେଷ କଥା ହେଉଛି…

ମହିଳାଙ୍କ ବଦଳରେ ଛୁଆ ଜନ୍ମ କରିବ ରୋବଟ୍, ଗୋଟିଏ ବର୍ଷ ମଧ୍ୟରେ ହେବ ଲଞ୍ଚ

ସମୟ ପରିବର୍ତ୍ତନ ହେବା ସହିତ ଟେକ୍ନୋଲୋଜିରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ଅସମ୍ଭବକୁ ବି ସମ୍ଭବ କରି ଦେଖାଉଛି ଟେକ୍ନୋଲୋଜି । ଯାହା  କେବଳ ଆଡଭାନ୍ସ ଟେକ୍ନୋଲୋଜି ପାଇଁ ସମ୍ଭବ ହେଉଛି । ଯାହାକୁ ଦେଖିବା ପରେ ସମ୍ପର୍ଣ୍ଣ କାଳ୍ପନିକ କିମ୍ବା ଫିଲ୍ମ ପରି ଅନୁଭବ ହୋଇଥାଏ । ଆଗରୁ ଯେଉଁସବୁ…

ଅଫିସ୍ ଭିତରେ ନିମ୍ବୁଡା ନିମ୍ବୁଡା ଗୀତରେ ଝୁମିଲେ କର୍ମଚାରୀ, ଭିଡିଓ ହେଉଛି ଭାଇରଲ

ଜଣେ ବ୍ୟକ୍ତି ତାଙ୍କର ସୁନ୍ଦର ପ୍ରତିଭାର ପ୍ରଦର୍ଶନ ତାଙ୍କ ଅଫିସରେ କରୁଥିବାର ଦେଖିବାକୁ ମିଳିଛି । ଯିଏକି ସେହି ଅଫିସର କର୍ମଚାରୀ ବୋଲି ଜଣାପଡିଛି । ଯିଏ କି ’’ ନିମ୍ବୁଡା ନିମ୍ବୁଡା’’ ଗୀତରେ ଜୀବନ୍ତ ଶୈଳୀରେ ନାଚିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।…