Below header
Browsing Tag

house on fire

ବିଫଳ ଚୋରର ଉନ୍ମତ୍ତ କାଣ୍ଡ, ଚୋରି କରିବାକୁ ଆସିଥିବାବେଳେ ମାଲିକ ଉଠିପଡିବାରୁ ଘରେ ଲଗାଇଦେଲା ନିଆଁ

ବଲାଙ୍ଗିର(କେନ୍ଯୁଜ୍): ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲା ଚୋର। ବଲାଙ୍ଗିର ତୁଳସୀ ନଗରରେ ଘଟିଛି ଏହି ଅଘଟଣ। ଗତକାଲି ରାତିରେ ତୁଳସୀନଗରର କେଶରୀ ପ୍ରଧାନଙ୍କ ଘରକୁ ଚୋର ଚୋରି କରିବା ପାଇଁ ପଶିଥିଲା। ଏହି ସମୟରେ ମାଲିକ ଉଠିପଡିବାରୁ ଚୋର ଘରେ ନିଆଁ ଲଗାଇଦେଇଥିଲା। ତେବେ…

ଯାଜପୁର : ହତାଶିଆ ପ୍ରେମିକର ଉନ୍ମତ୍ତ କାଣ୍ଡ, ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ଲଗାଇଲା ନିଆଁ

ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରମିକ । ଘରେ ସମସ୍ତେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଛି ପ୍ରେମିକ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ରଣସରପୁର ଗାଁରେ । ସୂଚନା…