Browsing Tag

hritwik roshan

ଆର୍ଯ୍ୟନଙ୍କ ଉଦ୍ଦେଶ୍ୟରେ ଇନ୍ଷ୍ଟଗ୍ରାମରେ ଚିଠି ପୋଷ୍ଟ କଲେ ହ୍ରିତିକ୍‌, ସାନ୍ତ୍ୱନା ଦେଇ ଲେଖିଲେ ଏମିତି କିଛି

ବଲିଉଡର କିଙ୍ଗ ଖାଁ ବା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଗିରଫ କରିଛି ଏନସିବି ।  କୄଜରେ ଚାଲିଥିବା ରେଭ ପାର୍ଟି ରୁ ହିଁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ତିନି ଦିନ ପାଇଁ ତାଙ୍କୁ ରିମାଣ୍ଡରେ ରଖାଯାଇଥିବା ବେଳେ ପରେ ଏହି ଅବଧିକୁ ୧୧ ତାରିଖ ଯାଏଁ…