Below header
Browsing Tag

humanity work

ଶୋଷିଲା ଚିଲକୁ ବୋତଲରୁ ପାଣି ପିଆଇ ସୋସିଆଲ ମିଡିଆରେ ଭାଇରାଲ ହେଲେ ଯୁବକ, ଦେଖନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଭାଇରାଲ ଭିଡିଓରେ ଆଉ ଏକ ଘଟଣା ଯୋଡି ହୋଇଛି । ଏମିତି ଘଟଣା ଦେଖି ଆପଣ ମଧ୍ୟ ଚମକି ପଡିବେ । ପ୍ରକୃତରେ, ଜଣେ ବ୍ୟକ୍ତି ଶୋଷିଲା ଚିଲକୁ ପାଣି ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି…

ପକ୍ଷୀ ବସା ଥିବା ଗଛକୁ ଛାଡି ଅନ୍ୟ ସବୁ ଗଛକୁ ହାତୀ କରିଦେଲା ନଷ୍ଟ, ଭିଡିଓ ହେଲା ଭାଇରାଲ

ତାମିଲନାଡୁ(କେ ନ୍ୟୁଜ): ପଶୁ ମାନଙ୍କ ମଧ୍ୟରେ ବାଘ ଆଦିଙ୍କୁ ହିଂସ୍ର ପ୍ରାଣୀ ରୂପେ ବିବେଚନା କରାଯାଏ । ଏହାସହ ହାତୀକୁ ଆମେ ବିଶାଳକାୟ ପ୍ରାଣୀ ରୂପେ ମାନିଥାଉ । କାହିଁକି ନା ଏମାନେ ବିଶାଳକାୟ ଗଛକୁ ଅତି ସହଜରେ ଉପାଡି ଦେଇଥାନ୍ତି । ବେଳେବେଳେ ଗଛ ନଷ୍ଟ କରିବାର ନ୍ୟୁଜ ମଧ୍ୟ ଆମେ…

ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ, ଦୁର୍ଘଟଣାରେ ଆହତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ କଲେ ଭର୍ତ୍ତି

ନବରଙ୍ଗପୁର(କେନ୍ୟୁଜ୍) : ମାନବିକତା ଦେଖାଇଲେ ନବରଙ୍ଗପୁର ଜିଲ୍ଲାପାଳ । ଦୁର୍ଘଟଣାଗସ୍ତ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର । କୋଡିଙ୍ଗା ଏବଂ ସାନ ମସିଗାଁ ଯିବା ରାସ୍ତାରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ଏହି ସମୟରେ ଜିଲ୍ଲାପାଳ…