Below header
Browsing Tag

husband arrested

ପରକିଆ ପ୍ରୀତିରୁ ହତ୍ୟା ଉଦ୍ୟମ, ପତ୍ନୀ ପ୍ରେମିକର ତଣ୍ଟି କାଟି ସ୍ୱାମୀ ଗିରଫ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ମଝି ସାହିରେ ପରକିଆ ପ୍ରୀତିକୁ ନେଇ ପତ୍ନୀ ପ୍ରେମିକର ତଣ୍ଟି କାଟି ଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ବାରିଆ ଥାନା ବଳା ଗ୍ରାମର ଚିନ୍ମୟ ମୁଣ୍ଡା (୩୨) ବୋଲି ଜଣାପଡିଛି। ତୁରୁମୁଙ୍ଗା ମଝିସାହିର ଭାଗୀରଥି…

ସୋସିଆଲ ମିଡିଆରେ ସ୍ତ୍ରୀର ଅଶ୍ଳୀଳ ଫୋଟୋ ପୋଷ୍ଟ କରି ସ୍ୱାମୀ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ…

ବିବାହର ୧୫ ଦିନ ପରେ ଲକ୍ଷେ ୮୦ ହଜାର ଟଙ୍କାରେ ନିଜ ସ୍ତ୍ରୀଙ୍କୁ ବିକି ଦେଲା ସ୍ବାମୀ, ଏବେ ଜେଲରେ

ବଲାଙ୍ଗୀର(କେନ୍ଯୁଜ୍) : ପ୍ରେମ, ବିବାହ ତାପରେ ପ୍ରତାରଣ। ଯାହାକୁ ଭଲପାଇ ବିବାହ କଲେ, ବିବାହର ୧୫ ଦିନରେ ତାସହ କଲେ ପ୍ରତାରଣା । ବିବାହର ୧୫ ଦିନ ପରେ ରାଜସ୍ଥାନକୁ ନେଇ ସାତ ଜନମର ସାଥୀ ହେବା ପାଇଁ  ବିବାହ କରିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ବିକି ଦେଇଥିବା ଘଟଣା ଏବେ ସାମ୍ନାକୁ ଆସିଛି ।…

‘ମୋ ସ୍ୱାମୀ ପାଖରେ ବନ୍ଧୁକ ଅଛି’

ଭୁବନେଶ୍ୱର (କେନ୍ୟୁଜ୍‌) : ସ୍ତ୍ରୀର ଅଭିଯୋଗ ପାଇଁ ସ୍ୱାମୀକୁ ଖୋଜିବାକୁ ଯାଇଥିଲା ପୋଲିସ୍‌। ସ୍ୱାମୀକୁ ତ ବାନ୍ଧିଲା ତା ସହିତ ତା ପାଖରୁ ପାଇଲା ବନ୍ଧୁକ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି ଅଞ୍ଚଳରେ ଘଟିଛି ଏହି ଘଟଣା । ଯାହାକି ସେ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।…

ସ୍ତ୍ରୀର ଫଟୋ ଭାଇରଲ କରି ବନ୍ଧା ହେଲା ସ୍ୱାମୀ, ଡାକରେ ପଠାଉଥିଲା ବନ୍ଧୁଙ୍କୁ

କଟକ(କେ.ନ୍ୟୁଜ): କଟକରେ ସ୍ତ୍ରୀର ଫଟୋ ଭାଇରଲ କରି ବନ୍ଧା ହେଲା ସ୍ୱାମୀ । ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ସ୍ୱାମୀକୁ ଗିରଫ କଲା ପୋଲିସ। ଅଭିଯୁକ୍ତ ସ୍ୱାମୀ ରୁଦ୍ର ପ୍ରସନ୍ନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ଥାନା ପୋଲିସ। ପତ୍ନୀଙ୍କ ବାପ ଘର ସମେତ ଏକାଧିକ…