Below header
Browsing Tag

husband love

ମିଳୁ ନାହିଁ ସ୍ୱାମୀଙ୍କ ପ୍ରେମ? ଶାଶୁଘରୁ ସମ୍ମାନ ପାଉ ନାହାନ୍ତି? ତା’ ହେଲେ ହଳଦୀର ଏହି ପ୍ରତିକାର ନିଶ୍ଚୟ ଆପଣାନ୍ତୁ

ସବୁ ମଣିଷଙ୍କର ଇଚ୍ଛା ଥାଏ କି, ସେମାନେ ଏକ ଆରାମଦାୟକ, ସୁଖୀ ତଥା ପ୍ରେମଭରା ଜୀବନ ଜିଅଁନ୍ତୁ। ପ୍ରତ୍ୟେକ ମହିଳା ନିଜ ସ୍ୱାମୀଙ୍କ ପାଖରୁ ପ୍ରେମ ଏବଂ ସମ୍ମାନ ଚାହାନ୍ତି। କିନ୍ତୁ ଅନେକ ବାର ଏମିତି ହୋଇଥାଏ, ଯେତେବେଳେ ସବୁ କିଛି ହେବା ସତ୍ତ୍ୱେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ…

ପତ୍ନୀଙ୍କୁ କହିକି ଦେଖନ୍ତୁ ଏହି ୬ଟି କଥା, ମନ ଆଉ ହୃଦୟରେ ଆପଣଙ୍କ ପ୍ରତି ଉଛୁଳି ପଡ଼ିବ ଢେର୍‌ ପ୍ରେମ

ସମାଜରେ ବିବାହ ବନ୍ଧନକୁ ବହୁତ ପବିତ୍ର ଏବଂ ସମ୍ମାନିତ ବୋଲି ଗଣାଯାଇଥାଏ। ଏଥିରେ ଦୁଇଟି ଅଲଗା ପରିବାର ଗୋଟିଏ ହୋଇଥାଆନ୍ତି। ବିବାହ ଏମିତି ଏକ ବନ୍ଧନ, ଯାହା ପ୍ରେମ ଏବଂ ବିଶ୍ୱାସରେ ଦୃଢ଼ୀଭୂତ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବତେଇବାକୁ ଯାଉଛୁ, ଯାହାକି ଆପଣ ପତ୍ନୀ ଏବଂ…