Below header
Browsing Tag

Hyderabad rape and murder case

ନା କୋର୍ଟ ନା ଜଜ୍‌ ନା ତାରିଖ, ସିଧା ଏନକାଉଣ୍ଟର; ନଅ ଦିନରେ ନ୍ୟାୟ

ଜେଲ ଗଲେନି କି କୋର୍ଟ ଗଲେନି । ଓକିଲ କି ଜଜ୍‌ ରହିଲେନି । କେସ୍‌ ତାରିଖ ବି ପଡ଼ିଲାନି । ସ୍ପଟ୍‌ରେ ହେଲା ସିଧା ଏନକାଉଣ୍ଟର । ଇଏ ହେଉଛି ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ । ଗତ ନଭେମ୍ବର ୨୭ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଆଉ…

ହାଇଦ୍ରାବାଦ କାଣ୍ଡ : ଅଭିଯୁକ୍ତଙ୍କୁ ଏକାଉଣ୍ଟର ପରେ ଏପରି ଖୁସି ଜାହିର କଲେ ନିର୍ଭୟା ମା ଏବଂ ସ୍କୁଲ ଛାତ୍ରୀ

ଦିଶାଙ୍କୁ ମିଳିଗଲା ନ୍ୟାୟ। ଏହି ଖୁସିରେ ସମଗ୍ର ଭାରତବାସୀ ଆଜି ଖୁସିରେ ନାଚିଉଠିଛନ୍ତି। ଦୀର୍ଘ ୯ ଦିନ ଧରି ଚାଲିଥିବା ଜନଆକ୍ରୋଶର ପୂର୍ଣ୍ଣଚ୍ଛେଦ ପଡିଛି।ହାଇଦ୍ରାବାଦ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମକାରୀ ପୋଲିସ ଏନକାଉଣ୍ଟର ମୃତ। ଚେତନାପାଲି ଓଭରବ୍ରିଜରେ…