Browsing Tag

i-pad lock for 48 years

ତିନି ବର୍ଷର ପିଲା ୪୮ ବର୍ଷ ପାଇଁ ଲକ କଲା ବାପାଙ୍କର ଆଇପ୍ୟାଡ୍, ଖୋଲିବ ୨୦୬୭ ମସିହାରେ

କେତେକ ଥର ମଜାକରେ ଆମେ ସାଙ୍ଗମାନଙ୍କର ଫୋନକୁ ଭୁଲ ପାସୱାର୍ଡ ମାରି ଦେଇଥାଉ । ଏହାପରେ ସ୍ମାର୍ଟଫୋନ କିଛି ସମୟ ପାଇଁ ବନ୍ଦ ହୋଇଯାଏ ବା ଲକ୍ ପଡିଯାଏ। କିନ୍ତୁ ଆପଲ ପ୍ରଡକ୍ଟସରେ ଏହି ମାମଲା କିଛି ଅଲଗା ଅଟେ। ଆପଲର ଆଇଫୋନ କିମ୍ବା ଆଇପ୍ୟାଡରେ ଭୁଲ ପାସୱାର୍ଡ ମାରିଲେ ତାହା ଅନେକ ବର୍ଷ ପାଇଁ…